ଜଣେ ମହିଳା ସିଜେଆଇ ହେବାର ସମୟ ଆସିଛି: ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ବଡ ପ୍ରସଙ୍ଗ ଉଠାଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି, ସମୟ ଆସିଛି ଏବେ ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବାର। ସବୁସମୟରେ କୋର୍ଟ ମହିଳାମାନଙ୍କର ସ୍ୱାର୍ଥକୁ ମନଭତିରେ ରଖିଛନ୍ତି । ପ୍ରତ୍ୟେକ କଲେଜିୟମ ଉଚ୍ଚ ନ୍ୟାୟ ବ୍ୟବସ୍ଥାରେ…
Read More...
Read More...