କରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା
ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ୟ୍ୟାୟ କରୋନା ମହାମାରୀ ସଂକ୍ରମଣ ଅଧିକ ବ୍ୟାପକ ଓ ମାରାତ୍ମକ ରହିଛି । ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବେ। ପ୍ରଥମ ପର୍ୟ୍ୟାୟ କରୋନା ସଂକ୍ରମଣ ବେଳେ ସରକାର ୨୦ ଲକ୍ଷ…
Read More...
Read More...