Browsing Tag

bbsr

ଭାରତରୁ ଯାତ୍ରା କରିଥିବା ଯାତ୍ରୀଙ୍କ ଉପରେ ଆମେରିକାର ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଘୋଷଣା ଅନୁଯାୟୀ, ଚାରି ମେରୁ ଭାରତରୁ ଆସୁଥିବା ଯାତ୍ରୀଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଉଛି, ଯାହା ସାରା ବିଶ୍ୱକୁ ଆତଙ୍କିତ କରି…
Read More...

ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ: ଅଞ୍ଜନା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ପୀଡିତାଙ୍କ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି । ପୀଡିତା ଅଞ୍ଜନା ମିଶ୍ର ମୁଖ୍ୟବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କି ତାଙ୍କ ପାଇଁ କୋର୍ଟ ଜଣେ ଓକିଲ ନିଯୁକ୍ତ କରନ୍ତୁ । ସେ ତାଙ୍କ ଚିଠିରେ ବିଚାରପତିଙ୍କୁ ନ୍ୟାୟ…
Read More...

ମଇ ଓ ଜୁନ ଦୁଇ ମାସ ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

ଭୁବନେଶ୍ୱର: କୋଭିଡ଼ର ଦ୍ବିତୀୟ ଲହର ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଇ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମଇ ଓ ଜୁନ ଦୁଇ ମାସ ପାଇଁ…
Read More...

ଅକ୍ସିଜେନ କଳାବଜାରୀରେ ଗଣମାଧ୍ୟମ ସଂସ୍ଥା

ପାଟନା: ସାରା ଦେଶରେ ଅକ୍ସିଜେନର ଘରୋ ସଂକଟ ଭିତରେ ହଜାର ହଜାର ରୋଗୀଙ୍କ ଜୀବନ ଯାଉଛି । ଅକ୍ସିଜେନର ଡିମାଣ୍ଡକୁ ଦେଖି ଏହାର କଳାବଜାରୀ ଜୋର ଧରିଛି । ସବୁଠାରୁ ବଡ କଥା ହେଲା ଏକ ନ୍ୟୁଜ ପୋର୍ଟାଲ ଅଫିସରରେ ହେଉଥିବା ଅକ୍ସିଜେନ କଳାବଜାରୀର ପର୍ଦ୍ଦାଫାସ କରିଛି ପୁଲିସ । ପାଟନାର ଆନନ୍ଦପୁରୀ…
Read More...

ହିହୁଦୀଙ୍କ ଧାର୍ମିକ ସ୍ଥଳୀରେ ଦଳାଚକଟା: ୪୪ ଲୋକଙ୍କ ମୃତ୍ୟୁ

ମେରନ: ଉତ୍ତର ଇସ୍ରାଏଲର ସବୁଠାରୁ ବଡ଼ ଧାର୍ମିକ କାର୍ୟ୍ୟକ୍ରମରେ ଦଳାଚକଟା ହୋଇ ୪୪ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶଙ୍କ ସ୍ଥିତି ସଂଗୀନ ରହିଛି । ଉତ୍ତର ଇସ୍ରାଏଲର ମେରନ୍ ପର୍ବତରେ ବାର୍ଷିକ ଧାର୍ମିକ କାର୍ୟ୍ୟକ୍ରମ ଲାଗ୍ ବି’ଓମେର…
Read More...

କରୋନା ଗ୍ରାଫରେ ଟପ ୧୦ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଅତି ସଂଗୀନ ଆଡକୁ ଗତିକରୁଛି । ଏହି ସଂକ୍ରମଣର ପାରା ପ୍ରାୟ ଏକ ସପ୍ତାହ ବ୍ୟାପୀ ୩ ଲକ୍ଷ ଉପରେ ରହିଛି । ଆଜି ଦେଶରେ ୩,୮୬,୪୫୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୪୯୮ ଜଣ ମୃତ୍ୟୁବରଣ କରିଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟର…
Read More...

ବନ୍ଦ ହେବ ରାଜ୍ୟ ମାନବାଧିକାର କମିଶନ ଅଫିସ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ମାନବାଧିକାର କମିଶନ ଅଫିସ ଆସନ୍ତା ୩ ମେରୁ ୧୩ ମେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟମାନବାଧିକାର କମିଶନ ଅଫିସ ପକ୍ଷରୁ ଏନେଇ ଜାରି କରାଯାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତିରେ…
Read More...

ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବେଜଲ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବେଜଲଙ୍କୁ କରୋନା । ସେ କରୋନା ସଂକ୍ରମିତ ଚିହ୍ନଟ ହେବ।। ପରେ ଟ୍ୱିଟ କରି କରୋନା ପଜିଟିଭ ଥିବା ସୂଚନା ଦେଇଛନ୍ତି। ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ତାଙ୍କର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହା ପରେ ସେ ନିଜକୁ ଆଇସୋଲେଟ କରିଛନ୍ତି। ନିକଟରେ ତାଙ୍କ…
Read More...

ଭାରତରେ ପହଁଚିଲା ଆମେରିକୀୟ ଡାକ୍ତରୀ ସହାୟତା

ନୂଆଦିଲ୍ଲୀ: ମହାମାରୀ କରୋନାର ଆତଙ୍କ ସହ ଲଢୁଥିବା ଭାରତର ସହାୟତା ପାଇଁ ଋଷ, ଆମେରିକା, ବ୍ରିଟେନ ସମେତ ବହୁ ଦେଶ ସହାୟତାର ହାତ ବଢାଇଛନ୍ତି । ଭାରତରେ କରୋନା ସଂଖ୍ୟାରେ ବ୍ୟାପକ ବୃଦ୍ଧି ପାଇଁ ଦେଶରେ ସ୍ଥିତି ସଂଗୀନ ହୋଇପଡିଛି । ଏପରି ସମୟରେ ଆମେରିକାର ଏକ ସହାୟକକାରୀ ଦଳ ଶୁକ୍ରବାର ସକାଳେ…
Read More...

୧୩୪ ସବଇନ୍ସ୍ପେକ୍ଟରଙ୍କୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ୧୩୪ ଜଣ ସବଇନ୍ସ୍ପେକ୍ଟରଙ୍କୁ ଇନ୍ସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ଦେଇଛି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଫେବୃଆରୀ ୮ ତାରିଖରେ ରାଜ୍ୟ ପୁଲିସ ସେଣ୍ଟ୍ରାଲ ସିଲେକ୍ସନ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି…
Read More...