ଅକ୍ସିଜେନ ଅଭାବରୁ କର୍ଣ୍ଣାଟକର ଏକ ହସ୍ପିଟାଲରେ ୨୪ ରୋଗୀଙ୍କ ମୃତ୍ୟୁ
ବେଙ୍ଗାଲୁରୁ: ଦେଶରେ ଅକ୍ସିଜେନ ଅଭାବ ପାଇଁ ମୃତ୍ୟୁ ସଂଖ୍ୟା କମୁନଥିବା ବେଳେ ଏବେ କର୍ଣ୍ଣାଟକର ଚାମରାଜନଗରରେ ଏଥିନେଇ ୨୪ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଠାରେ ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ ରୋଗୀଙ୍କ ମୃତ୍ୟୁ ହେବାର ସୂଚନା ମିଳିଛି । ଗତକାଲି ମଧ୍ୟରାତ୍ରୀରେ ଏହି ଦୁର୍ଘଟଣା ହେବାପରେ…
Read More...
Read More...