Browsing Tag

bbsr

ବିଧାନସଭା ସମ୍ମୁଖରେ ଗାଁ ସାଥୀଙ୍କ ମିଳିତ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର/ ସ୍ୱରୂପା ମହାପାତ୍ର: ବିଗତ ୧୩ ବର୍ଷର ନିରନ୍ତର ଆଲୋଚନା , ଆନ୍ଦୋଳନ ଓ ପ୍ରତିଶୃତି ପରେ ମଧ୍ୟ ମିଳୁନି ଉଚିତ ନ୍ୟାୟ । ଦୌଡି ଦୌଡି ବୟସ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଭାଙଗୁନି ନିଦ । ତେବେ ବାରମ୍ବାର ସରକାରଙ୍କ ପ୍ରତିଶୃତି ଭରା ଚିଠି କାର୍ଯ୍ୟକାରୀ ନ ହେବା ପରେ ଆତ୍ମହତ୍ୟାକୁ…
Read More...

ଲୋକସଭାରେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବୈଠକ

ଭୁବନେଶ୍ୱର/ ସ୍ୱରୂପା ମହାପାତ୍ର: ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଲୋକସେବା ଭବନର କନଭେନସନ ହଲରେ ବସିଛି ସ୍ୱତନ୍ତ୍ର ବୈଠକ । ଏହି ବୈଠକରେ ନୀତି ଆୟୋଗ ସଦସ୍ୟ ଭିକେ ପଲ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ…
Read More...

କମିଶନରେଟ୍‌ ପୋଲିସ ଅଞ୍ଚଳରେ ୩ଟି ନୂଆ ଥାନାକୁ ମଞ୍ଜୁରୀ

ଭୁବନେଶ୍ବର: ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ  ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ…
Read More...

ଚିତ୍ତ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ

ଭୁବନେଶ୍ୱର: ନଗର ଉନ୍ନୟନ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମାଙ୍କ ପିଏସଓ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି ଅଭୟ । ପ୍ରେସ ରିଲିଜ ମାଧ୍ୟମରେ ଏନେଇ ସୂଚନା । ଗତ ସୋମବାର ଦିନ ନୂଆ ନଈରୁ…
Read More...

ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଓ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ଏହି ସୁବିଧା…
Read More...

ରାଜ୍ୟରେ ଖୋଲିବ ଆଉ ୧୧ ସାଇବର ଥାନା

ଭୁବନେଶ୍ୱର: ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି । ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ…
Read More...

ମହିଳାଙ୍କ ସ୍ନାନ ବେଳର ଫଟୋ ଉଠେଇ ଜଣେ ଗିରଫ

ଗୋପ/ ଜୟନ୍ତ ସେଠୀ: ପୁରୀରେ ଲଜ୍ୟାଜନକ ଘଟଣା। ମହିଳା ପର୍ୟ୍ୟଟକଙ୍କ ବାଥରୁମରେ ସ୍ନାନ ସମୟର ଚିତ୍ର ଉତ୍ତୋଳନ କରି ଗିରଫ ହେଲେ ହୋଟେଲ କର୍ମଚାରୀ । ସମୁଦ୍ରକୂଳ ଥାନା ଅଂଚଳର ହରିହର ଛକ ନିକଟ ଏକ ହୋଟେଲରେ ଘଟିଛି ଏହି ଘଟଣା । ଏହି ଘଟଣାକୁ ନେଇ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ ହେବା ପରେ…
Read More...

୫୦କୋଟି ଲୋକଙ୍କୁ ଅତି ଦାରିଦ୍ର୍ୟ କଲାଣି କରୋନା

ନୂଆଦିଲ୍ଲୀ: କଲବଲ କଲାଣି କରୋନା । ଆଣ୍ଠେଇ ପଡିଲେଣି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର । କୋଟି କୋଟି ଲୋକଙ୍କ ପ୍ରାଣ ନେଲାଣି ମହାମାରୀ ।ଗରିବ ହେଉଛନ୍ତି ଅତି ଗରିବ । ବିଶ୍ୱ ଗରିବୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତା । ଦୁଇ ବର୍ଷ ହେଲା ସାରା ବିଶ୍ୱ ମହାମାରୀ କରୋନା ମାଡରେ ଚେପା ।…
Read More...

ବଦଳିଲେ ଜିଲା ଶିକ୍ଷା ଅଧିକାରୀ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଯୁଗ୍ମ ନିର୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଯୁଗ୍ମ ନିର୍ଦେଶକ ବିଶ୍ବନାଥ ତରାଇଙ୍କୁ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ ଭାବେ ଦାୟିତ୍ଵ…
Read More...

୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର/ ସ୍ୱରୂପା ମହାପାତ୍ର: ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ରାଜୀବଙ୍କ ଓଡିଶା ଗସ୍ତକୁ ସ୍ୱାଗତ କରିଛି ବିଜୁ ଜନତା ଦଳ । ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ବିଜେଡି ଓଡ଼ିଶାକୁ ଫୋକସ ଷ୍ଟେଟ ଦାବି ଉଠାଇବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା…
Read More...