ଇଂଷ୍ଟାକାର୍ଟ ଶାଖା ଚୋରି ଘଟଣାର ପର୍ଦ୍ଦାଫାସ
ମନୋଜ କୁମାର ସାହୁ/ ରାୟଗଡ: ରାୟଗଡ ପୋଲିସର ବଡ଼ ସଫଳତା । ଇଂଷ୍ଟାକାର୍ଟ ଶାଖାରୁ ଚୋରି ଘଟଣାରେ ପୁଲିସ କଲା ପର୍ଦ୍ଦାଫାସ । ଘଟଣାରେ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ପୁଲିସ ସାତ ଲକ୍ଷ ଟଙ୍କା ସହ ଦୁଇଟି ବାଇକ ଜବତ କରିଛି।
ଗତ ୧୨ ତାରିଖ ରାତିରେ ରାୟଗଡା ସହରର ଏଫସିଆଇ ଛକ ନିକଟରେ…
Read More...
Read More...