Browsing Tag

bbsr

ପାୱରା ହାଉସ୍ ଛକରେ ବାଇକ୍‌କୁ ପିଟିଲା କାର୍, ଉଭୟ ଚାଳକ ଆହତ

ଭୁବନେଶ୍ବର ୫।୬: ଭୁବନେଶ୍ବର ପାୱରା ହାଉସ୍ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ପିଟିଲା କାର୍ । ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ହୋଇଥିବା ବେଳେ କାର୍ ଚାଳକ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଦୁଇଟି ଯାକ ଗାଡି କ୍ଷତିଗ୍ରସ୍ତ ହୋଇଛି । ଉଭୟ ଗୁରୁତର ଏବଂ ଆହତଙ୍କୁ ଚିକିତ୍ସା ପାଇଁ…
Read More...

ଗାଡ଼ି ଚଳାଚଳ ବନ୍ଦ, କେମିତି ଚଳିବେ ଅଟୋ ଚାଳକ

(ରିପୋର୍ଟର୍ସ ଟୁଡେ/ସରୋଜ କୁମାର ରାଉତ): କରୋନାର ଦ୍ୱିତୀୟ ଲହର ଜନଜୀବନକୁ ବହୁ କ୍ଷତି ପହଞ୍ଚାଇଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଅନେକ କଟକଣା କରାଯାଇଛି। ଓଡ଼ିଶାରେ ମଧ୍ୟ ଲକଡାଉନ୍ ଓ ଶଟଡାଉନ୍ ଜାରି ରହିଛି। ତେବେ ଲକଡାଉନ୍ ଓ ଶଟଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ…
Read More...

ଆଇଜି ପାର୍କ ନିକଟରେ ପ୍ରେମିକ-ପ୍ରେମିକାଙ୍କ ହାଇଡ୍ରାମା: ‘ମୋ ଇଜ୍ଜତ ସହ ଖେଳିଛୁ, ତତେ ଛାଡ଼ିବିନି’

(ରିପୋର୍ଟର୍ସ ଟୁଡେ/ସରୋଜ କୁମାର ରାଉତ):   ମୋତେ ଭଲ ପାଇଲୁ। ମୋ ସହ ବୁଲିଲୁ। ଲିଭ-ଇନ୍‌ ରିଲେସନସିପ୍‌ରେ ରହିଲୁ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲୁ। ଏବେ ଧୋକା ଦଉଛୁ, ତୋତେ ଛାଡ଼ିବି ନାହିଁ।’ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଭୁବନେଶ୍ବର ଆଇଜି ପାର୍କ ନିକଟରେ…
Read More...

ରାସ୍ତା ମଝିରୁ ଯୁବକଙ୍କୁ ଉଠାଇନେବା ଘଟଣା‌: ନିଶା ନିବାରଣ କେନ୍ଦ୍ରରୁ ଫେବ୍ରୁଆରିରୁ ଫେରାର୍‌ ଥିଲା

(ରିପୋର୍ଟର୍ସ ଟୁଡେ/ସରୋଜ କୁମାର ରାଉତ) : ଗୁରୁବାର ଅପରାହ୍‌ଣ ପ୍ରାୟ ୫ଟା ବେଳେ ଡେଲ୍‌ଟା ଛକରୁ ଜଣେ ଯୁବକଙ୍କୁ ଉଠାଇନେବା ଘଟଣାରେ ଭୁବନେଶ୍ବର ଡିସିପି ଟ୍ବିଟ୍ କରି ସ୍ପଷ୍ଟୀକରଣ ଦେଇଥିବା ବେଳେ ଆଜି ନିଶା ନିବାରଣ କେନ୍ଦ୍ର ମୁହଁ ଖୋଲିଛି। ଜାଗୃତି ଫାଉଣ୍ଡେସନ୍ ପକ୍ଷରୁ ଗତକାଲି ଯୁବକକୁ…
Read More...

‘ମାସକରେ ୧୮ ଥର ବଢିଲାଣି ତୈଳ ଦର, ପେଟ୍ରୋଲ ୪ ଟଙ୍କା ଏବଂ ୫ ଟଙ୍କା ବଢିଛି ଡିଜେଲ’: ଜାଣନ୍ତୁ ଭୁବନେଶ୍ବରରେ କେତେ…

ଭୁବନେଶ୍ବର ୦୪/ ୦୬ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଥମିବାର ନାଁ ନେଉନାହିଁ । ଗତ ମାସେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୧୮ ଥର ବୃଦ୍ଧି ପାଇଲାଣି । ଶୁକ୍ରବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୭ ପଇସା ବୃଦ୍ଧି…
Read More...

ଖସୁଛି କରୋନା ଗ୍ରାଫ୍‌ : ଭୁବନେଶ୍ବରରୁ ଦିନକରେ ୭୫୩ ଆକ୍ରାନ୍ତ ଚିହ୍ନଟ, ୧୨୭୫ ସୁସ୍ଥ

ଭୁବନେଶ୍ବର ୦୪/ ୦୬ : ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଗ୍ରାଫ ଧିରେ ଧିରେ ଖସୁଛି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୭୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୩୪୭ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ

ଭୁବନେଶ୍ବର ୦୪/ ୦୬ : ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧, ୩୪୭ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୭ ଲକ୍ଷ ୨୪ ହଜାର ୪୦୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା…
Read More...

ଜୁନ ୮ରେ ଦକ୍ଷିଣ ଓଡିଶାର କିଛି ଅଂଶ ଛୁଇଁପାରେ ମୌସୁମି, ୧୦ରୁ ପ୍ରବଳ ବର୍ଷା !

ଭୁବନେଶ୍ଵର: ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମିର ଆଗମନ ଘଟି ସାରିଛି। ଜୁନ ୩ ତାରିଖରେ କେରଳ ଛୁଇଁବା ପରେ ମୌସୁମି ତାମିଲନାଡୁରେ ସକ୍ରିୟ ହେବା ସହ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳକୁ ଆଚ୍ଛାଦିତ କରିଛି।  ତେଣୁ ଏହା ଜୁନ୍ ୮ କିମ୍ବା ୯ ସୁଦ୍ଧା ଦକ୍ଷିଣ ଓଡିଶାର କିଛି ଅଂଶକୁ ଛୁଇଁବ ବୋଲି  ଆଶା…
Read More...

ବିଶ୍ଵ ପରିବେଶ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସଙ୍କ କଳାକୃତି, ଜନତାଙ୍କୁ ଦେଲେ ସ୍ଵତନ୍ତ୍ର ବାର୍ତ୍ତା

ପୁରୀ:  ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। Ecosystem Restoration କୁ ଗୁରୁତ୍ୱ ଦେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ଏହି ବାଲୁକା କଳା ନିର୍ମାଣ କରିଛନ୍ତି।  ବାଲୁକା କଳାରେ…
Read More...

ପଶ୍ଚିମବଙ୍ଗରେ ଲକଡାଉନ ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ, ଅପରାହ୍ନ ୫ରୁ ରାତି ୮ପର୍ଯ୍ୟନ୍ତ ଖୋଲିପାରିବେ ରେଷ୍ଟୁରାଣ୍ଟ

କୋଲକାତା ୪।୬: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ହେଉଛି। ଏଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ରାଜ୍ୟରେ ଲକଡାଉନ ନିୟମରେ ସାମାନ୍ୟ କୋହଳ କରିଛନ୍ତି। ଏଥିରେ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୩ ଘଣ୍ଟା ରେଷ୍ଟୁରାଣ୍ଟ, ଛୋଟ ଖାଦ୍ୟଷ୍ଟଲ ଓ ଚା, ଜଳଖିଆ ଦୋକାନ ଆଦି…
Read More...