Browsing Tag

bbsr

ବିଏସକେୱାଇ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ

ହିଂଜିଳି କାଟୁ/ ରଜନୀ କାନ୍ତ ପାତ୍ର: ବିଏସକେୱାଇ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଦେୟମୁକ୍ତ ସ୍ବାସ୍ଥ୍ୟ ସେବା ସୁଯୋଗ ଉପଲବ୍ଧ ନେଇ ଜନ ସଚେତନତା । ସ୍ଥାନୀୟ ହିଂଜିଳି ବ୍ଳକ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରେ ବିଶେଷ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କ୍ରମରେ ପିଇଓ…
Read More...

ଓମିକ୍ରନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ଉପରେ ଅଛି ରାଜ୍ୟ ସରକାରଙ୍କ ତୀକ୍ଷ୍ନ ନଜର । ଯେକୌଣସି ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ । ସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦିଆଯାଇଛି ନିର୍ଦ୍ଦେଶ । ଟୀକାକରଣ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବାସ କହିଛନ୍ତି…
Read More...

ୱେବ ଓ ଡିଜିଟାଳ ମିଡିଆ ସାମ୍ବାଦିକଙ୍କ ବୈଠକ

ଜଳେଶ୍ୱର/ ଅଜିତ ସାହୁ: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ତରୀୟ ନୀଳଗିରି ଏନ୍, ଏସି କଲ୍ୟାଣ ମଣ୍ଡପରେ ଓଡ଼ିଶା ୱେବ୍ ଏବଂ ଡିଜିଟାଲ ମିଡ଼ିଆର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ୟ୍ୟକ୍ରମକୁ ବିଇ ନିଉଜ୍ର ପ୍ରତିଷ୍ଠାତା ସମ୍ପାଦକ ଲୋକନାଥ ଦଳେଇ ସଭାପତିତ୍ବ କରିଥିବା…
Read More...

ହାତ ପତେଇଛନ୍ତି ସରପଞ୍ଚ

ଭୁବନେଶ୍ୱର: ଭିକ ମାଗୁଛନ୍ତି ସରପଞ୍ଚ । ଭିକ୍ଷା ବୃତ୍ତି କରି ପେଟ ପୋଷୁଛନ୍ତି ବାଦପଲ୍ଲୀ ସରପଞ୍ଚ ହେମ ନାୟକ ।ଯେଉଁଠି ସରପଞ୍ଚଙ୍କ ଅବସ୍ଥା ସେଠି ଅନୁମାନ କରନ୍ତୁ ପଞ୍ଚାୟତ ଆଉ ପଞ୍ଚାୟତ ବାସୀଙ୍କ ଅବସ୍ଥା କଣ ଥିବ । ଏଠି ରବର ଷ୍ଟାମ୍ପ ସାଜିଛନ୍ତି ସରପଞ୍ଚ । ଅଦୃଶ୍ୟ ଶକ୍ତି ଚଳାଇଛନ୍ତି…
Read More...

ଓଡିଶାରେ ପହଞ୍ଚିଲା ଓମିକ୍ରନ!

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲା ଓମିକ୍ରନ! ଅବଶ୍ୟ ଏହା ସ୍ପଷ୍ଟ ହୋଇନାହିଁ, ତେବେ ରିସ୍କ ଦେଶ ଫେରନ୍ତ।। ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରର ଏହି ବ୍ୟକ୍ତି ଏବେ ଆଇସୋଲେସନରେ । ସେ ଜଗତସିଂହପୁର ଓ କଟକ ଯାଆସ କରିଥିଲେ । ତିନି ଦିନ ତଳେ କରୋନା ଆକ୍ରାନ୍ତ ଥିବା…
Read More...

ପୁଲିସ ଅଧିକାରୀ ସମ୍ମିଳନୀରେ ନାରୀ ନିର୍ଯାତନା, ସାଇବର କ୍ରାଇମ ଉପରେ ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇଚାଲିଛି ସାଇବର ଠକେଇ । ଅନ୍ୟ ପଟେ ରାଜ୍ୟରେ ନାରୀ ନିର୍ୟାତନା ବଢ଼ାଇଛି ଚିନ୍ତା । ନାରୀ ନିର୍ୟାତନା ଓ ସାଇବର ଠକେଇ ରୋକିବା ଉପରେ ଗୁରୁତ୍ୱାରୋପ କରାଯାଇଛି ୬୩ତମ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିବସରେ । ଡିଜିପି ଶ୍ରୀ…
Read More...

କେନାଲରୁ ମଣିଷ କଙ୍କାଳ ଉଦ୍ଧାର

ଗୋପ/ ଜୟନ୍ତ ସେଠୀ: କଙ୍କାଳ, ସେ ପୁଣି ମଣିଷ କଙ୍କାଳ । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ କେନାଲ ସଫେଇ ବେଳେ ମିଳିଛି ଏକ ମଣିଷ କଙ୍କାଳ । କଙ୍କାଳଟି ମିଳିବା ପରେ ଖବର ପାଇ ପୋଲିସ ଏହାକୁ ଉଦ୍ଧାର କରିଛି । ତେବେ କଙ୍କାଳଟି ପୁରୁଷ ଲୋକର କି ମହିଳାଙ୍କର ତାହା…
Read More...

ଚିତ୍ତ ହତ୍ୟା ଘଟଣା: କ୍ରାଇମ ବ୍ରାଞ୍ଚ ଏଡିଜି କହିଲେ ସନ୍ଦିଗ୍ଧଙ୍କର ହେବ ଲାଇ ଡିଟେକ୍ସନ

ଭୁବନେଶ୍ୱର: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ପହଞ୍ଚିଛନ୍ତି ପୁରୀରେ । ସେ ପୁରୀ ଏସପି ଅଫିସରେ ପହଞ୍ଚି ଏସପିଙ୍କ ସହ ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି । ପଣ୍ଡା ଏହା ପରେ…
Read More...

ଜଗା ସହ ଆହୁରି ଅନେକ ଥିଲେ: ସୁଭଦ୍ରା

ବ୍ରହ୍ମଗିରି: ଚିତ୍ତ ମୃତ୍ୟୁ ମାମଲାରେ ଚିତ୍ତଙ୍କ ପତ୍ନୀ କହିଛନ୍ତି କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି । କ୍ରାଇମ ତଦନ୍ତ ଉପରେ ମୋର ଭରସା ଅଛି । ଆଜି ଏଭଳି କିଛି କହିଛନ୍ତି ଚିତ୍ତରଞ୍ଜନଙ୍କ ପତ୍ନୀ ସୁଭଦ୍ରା ପଲେଇ। ସେ ଆହୁରି କହିଛନ୍ତି ସେ ଜଗା ସହ ଥିଲେ । ତେବେ ଜଗା ଏକା କେବେ ଏହି କାମ…
Read More...

ସୋସିଆଲ ମିଡ଼ିଆ ହେବ ମିଶନ ଶକ୍ତି ପ୍ରଡକ୍ଟର ପ୍ରଚାର ପ୍ରସାର ପ୍ଲାଟଫର୍ମ

ଗଞ୍ଜାମ/ ହର ପ୍ରସାଦ ବିଶୋୟୀ: ମହିଳା ସଶକ୍ତିକରଣ ବିନା କୌଣସି ଦେଶ ବା ରାଜ୍ୟର ବିକାଶ ସମ୍ଭବ ନୁହେଁ । ଆରମ୍ଭରୁ ଏହାକୁ ଅନୁଭବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୧ ରୁ ଆରମ୍ଭ ହୋଇଥିଲା ମିଶନ ଶକ୍ତି । ଗୋଟେ ସୁସ୍ଥ ସମାଜ ଓ ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଅବଦାନ ଅତୁଳନୀୟ,…
Read More...