Browsing Tag

bbsr

ଶୀଘ୍ର ହେବ +୩ ନାମଲେଖା

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଦଶାମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଛି । ତେବେ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ କଲେଜରେ ନାମ ଲେଖା ଶୀଘ୍ର ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ୪ଟି ବିଶ୍ୱବିଦ୍ୟାଳକୁ ଚିଠି…
Read More...

ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଜଳେଶ୍ବର ୧୧।୬: ପେଟ୍ରୋଲ ଦର ଶତକ ଛୁଇଁଲା । ଡିଜେଲ ଦର ମଧ୍ୟ ଶତକ ଛୁଇଁବାକୁ ଲଗାତର ପ୍ରୟାସ ଜାରି ରଖିଛି । ଖାଇବା ତେଲ ମଧ୍ୟ ଦ୍ବିଶତକରେ ପହଞ୍ଚି ଗଲାଣି । ଏପରି ସମୟରେ ଖାଉଟି ହେଉଛନ୍ତି ହନ୍ତସନ୍ତ.। ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ…
Read More...

ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା !

ମୋରଡା, ୧୧/୦୬ : ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ । ଛଟପଟ ହୋଇ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡାରେ। ଜଣେ ନାବାଳକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସୂଚନା ଅନୁସାରେ, ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଏହି…
Read More...

୨୪ ଘଣ୍ଟାରେ ଘନୀଭୂତ, ୯ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର,୧୧/୦୬: ଓଡ଼ିଶାକୁ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ପାଦ ଥାପିଛି ଦକ୍ଷିଣ ଓଡ଼ିଶାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ରବେଶ କରିଛି । ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ,…
Read More...

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର, ୧୧।୦୬ : ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । କରୋନାରେ ଆକ୍ରାନ୍ତ ହୋଇ ପ୍ରଫେସର ରାଧାମୋହନ ଶେଷ ନିଶ୍ୱାତ ତ୍ୟାଗ କରିଛନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଇହଲୀଳା ସମ୍ପନ୍ନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ତାଙ୍କର ପରଲୋକରେ…
Read More...

ଭେଣ୍ଟିଲେଟରରୁ ବାହାରି ଆଇସିୟୁକୁ ସ୍ଥାନାନ୍ତର ହେଲେ ବିରୋଧୀ ଦଳ ନେତା

ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ବରର ଏମ୍ସରେ ଚିକିତ୍ସାଧିନ ଅଛନ୍ତି। କିଛି ଦିନ ପୁର୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର…
Read More...

ଜୁଲାଇ ୧୨ରେ ରଥଯାତ୍ରା,ପୁରୀକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନି

ଭୁବନେଶ୍ୱର ୧୦।୦୬: ହାତରେ ମାତ୍ର ଆଉ ଏକମାସ ରହିଲା । ଏହାପୂର୍ବରୁ ପୁରୀ ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା…
Read More...

୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ

ଭୁବନେଶ୍ବର ୧୦।୦୬ : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ପୁଣି ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ…
Read More...

କ୍ୟାବିନେଟ୍‌ରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ନିର୍ମାଣ ହେବ ୪ ବିଜୁ ଏକ୍ସପ୍ରେସ୍ ଓ୍ୱେ

ଭୁବନେଶ୍ୱର ୧୦/୦୬: ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ଭିତରେ ରହିଛି ୪ଟି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ । ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆପଡ଼ାରୁ କଳାହାଣ୍ଡି ଯାଏଁ ବିଜୁ ଏକ୍ସପ୍ରେସ ୱେ ୪…
Read More...

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲା ଯୁବକ, ଭୁଜାଲିରେ କଲା ଆକ୍ରମଣ

ସୋର, ୧୦/୦୬: ନାବାଳିକାକୁ ପ୍ରେମ ନିବେଦନ ବିଫଳ ହେବାରୁ ଭୁଜାଲି ଆକ୍ରମଣ । ଟିଉସନ ଯାଉଥିବା ବେଳେ ନବମ ଶ୍ରେଣୀ ଝିଅକୁ ଯୁବକଙ୍କ ଆକ୍ରମଣ । ନାବାଳିକାକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରାଯାଇଛି । ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ତୁଟ ଗାଁରେ ଏହି ଘଟଣା ଘଟିଛି ।…
Read More...