Browsing Tag

bbsr

ହକର ହେଉଛନ୍ତି ଖବର କାଗଜ ଓ ପାଠକଙ୍କ ମଧ୍ୟରେ ସେତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ…
Read More...

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଓଖଝ ଜଣାଇଛି । ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଆସିନାହିଁ । କିନ୍ତୁ ଏମାନେ ଭୁବନେଶ୍ୱରର ।…
Read More...

୨୦୨୧ରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ହରାଇଛି ୭ କର୍ମଚାରୀଙ୍କୁ

ଭୁବନେଶ୍ୱର: ୨୦୨୧ରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାର ୭ କର୍ତ୍ତବ୍ୟରତ ପୁଲିସ କର୍ମଚାରୀ ହରାଇଛନ୍ତି ଜୀବନ । କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ୫ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ କୋଭିଡ-୧୯ ସଂକ୍ରମଣରେ ଜଣେ ଓ ଗୁରୁତର ଅବସ୍ଥାରେ ଜଣେ ପ୍ରାଣ…
Read More...

୨୦ ଦିନରେ ଓମିକ୍ରନ ବଢିଛି ୧୧୦ ଗୁଣ

ନୂଆଦିଲ୍ଲୀ: ଆଫ୍ରିକାରେ ପ୍ରଥମ କରି ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଛି । ୫ ଦିନରେ ଏହା ୧୦୦ରୁ ବୃଦ୍ଧି ପାଇ ୨୦୦ ଟପି ଯାଇଛି । ବର୍ତ୍ତମାନ ୧୫ ରାଜ୍ୟରେ ୨୩୦ଟି ଓମିକ୍ରନ ମାମଲା ସାମ୍ନାକୁ ଅ।।ସିଛି । ତେବେ ଆଶ୍ୱସ୍ତିର ବିଷୟ, ଓମିକ୍ରନ ସଂକ୍ରମଣ…
Read More...

ପ୍ରତିଶ୍ରୁତି ରଖିରେ ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର: କୁଡୁମୀ ସମ୍ପ୍ରଦାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି। ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟର ଲୋକଙ୍କ ପାଇଁ କୁଡୁମୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ରାଇରଙ୍ଗପୁରଠାରେ କୁଡୁମୀ…
Read More...

ମିଶନ ଶକ୍ତି ପାଇଁ ଋଣ ୬୦୦୦ କୋଟି ଟଙ୍କାରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍ ଲାଇନ ମାର୍କେଟ ବ୍ୟବସ୍ଥାର…
Read More...

ବେଙ୍ଗାଲୁରୁରେ ମୃଦୁ ଭୂକମ୍ପ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମୃଦୁ ଭୂକମ୍ପ । ଆଜି ସକାଳେ କର୍ଣ୍ଣାଟକର ଉତ୍ତର- ଉତ୍ତରପୂର୍ବରେ ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତ।। ୩.୩ ପଏଣ୍ଟ ରେକର୍ଡ ହୋଇଛି । ସେସେମୋଲୋଜି ପକ୍ଷରୁ ଦିଆଯାଇଛି ଏହି ସୂଚନା । ସୂଚନା ଅନୁଯାୟୀ ସକାଳ ୭ଟା ୧୪ ମିନିଟରେ…
Read More...

ଖୁବଶୀଘ୍ର ଆସିପାରେ ନୂଆ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା । ଆଜି ଅନୁଷ୍ଠିତ ଓମିକ୍ରନ ମୁକାବିଲା ବୈଠକରେ ରାଜ୍ୟ ସରକାର ନେଇଛନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟରେ କରୋନା କଟକଣା ବଢାଇବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ…
Read More...

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ଏନେଇ ଉଚ୍ଚ ନ୍ୟାୟାଳୟକୁ ସରକାର ଅବଗତ କଲେ । ବିଜ୍ଞପ୍ତି ପ୍ରତ୍ୟାହାର ସହ ସାନି ତାଲିକା ସମ୍ପର୍କରେ କୋର୍ଟଙ୍କୁ ଜଣାଯାଇଛି । ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ । ଜାନୁଆରୀ ୩ ସୁଦ୍ଧା…
Read More...

୯୬ ଲକ୍ଷ ପରିବାର ପାଇବେ ଜୀବିକା ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସହାୟତା…
Read More...