Browsing Tag

bbsr

ବ୍ୟବସାୟୀଙ୍କ ଘରୁ ୧୫୦ କୋଟି ଟଙ୍କା ଉଦ୍ଧାର

କାନପୁର: ଉତ୍ତର ପ୍ରଦେଶର ଜଣେ ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଟଙ୍କାରୁ ଅଧିକ ବାହାର କଲେଣି ଜିଏସଟି ଓ ଆୟକର ଅଧିକାରୀ । ପୀୟୂଷ ଜୈନ ନାମକ ବ୍ୟବସାୟୀ କୋଟି କୋଟି ଟଙ୍କାର ଜିଏସଟି ବା ସାମଗ୍ରୀ ଓ ସେବା କର ଫାଙ୍କିଥିବା ଅଭିଯୋଗ ଥିଲା । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତାଙ୍କ ଘର…
Read More...

୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ କୋଭିଡ ସହାୟତା ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ୟ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ୟ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍ ୨୦୨୧ରେ ୩୦୦୦…
Read More...

ମାଣିକେଶ୍ବରୀ ପୀଠ ବିକାଶ କାମର ଶିଳାନ୍ୟାସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର…
Read More...

ଓମିକ୍ରନର ବିଶେଷ ପ୍ରଭାବ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର/ ସ୍ୱରୁପା ମହାପାତ୍ର: ରାଜ୍ୟରେ ଓମିକ୍ରନ ଚିହ୍ନଟ ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଦେଇଛନ୍ତି ଆଶ୍ୱସ୍ତି । ଓମିକ୍ରନ ସଂକ୍ରମଣ ବଢୁଥିଲେ ମଧ୍ୟ ଏହା ଅଧିକ ପ୍ରଭାବ ପକାଉନାହିଁ ବୋଲି କହିଛନ୍ତି ମହାପାତ୍ର । ସେ ଆହୁରି କହିଛନ୍ତି, ଦୁଇଟି ଅଧ୍ୟୟନରୁ ଜଣାପଡିଛି,…
Read More...

ବଡ ଦିନ ପାଇଁ ବିଭିନ୍ନ ଛକରେ ଚେକିଂ ସହିତ ଫ୍ଳାଗ ମାର୍ଚ୍ଚ

ବାଲିଗୁଡା/ ବନବାସୀ ପ୍ରଧାନ: କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟ ଧର୍ମି ମାନଙ୍କ ରାତ୍ରୀ ପାହିଲେ ପାଳନ ହେବ ବଡଦିନ । ଜିଶୁଖ୍ରୀଷ୍ଟଙ୍କ ଧରାପୃଷ୍ଟକୁ ଅବତରଣକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତ ଚର୍ଚ୍ଚ ରଙ୍ଗ ବେରଙ୍ଗ ଆଲୁଅରେ ସଜବାଜ ଚାଲିଛି ।ବାଲିଗୁଡା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ…
Read More...

ବେଆଇନ କରତ କଳ ଉପରେ, ବନ ବିଭାଗ ଚଢ଼ାଉ

ଜଳେଶ୍ୱର/ ଅଜିତ ସାହୁ: ବେଧଡକ ଚାଲିଛି କରତ କଳ । ସରକାରଙ୍କ ନିୟମକୁ ଫାଙ୍କି କଟାଯାଉଛି କାଠ । ଏମିତି କରତ କଳ ଉପରେ ବନ ବିଭାଗର ଚଢାଉ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମାଣିକପୁରା ସ୍ଥିତ ବେଆଇନ କାଠ କରତ କଳ ଉପରେ ବନ ବିଭାଗ କରିଛି ଚଢ଼ାଉ। ଚଢାଉରେ ବିପୁଳ କାଠ ଜବତ ହୋଇଛି । ତେବେ ବନ୍ଦ…
Read More...

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ । ଆଜି ସକାଳ ୯ଟା ୩୦ରେ ଭୁବବନେଶ୍ୱରରେ ତାଙ୍କର ପରଲୋକ ହୋଇଥିବା ନେଇ ଝିଅ ଅନୀତା ଶୁଭଦର୍ଶିନୀଙ୍କ ସୂଚନା । ସେ ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ, ଜନତାଦଳ, ବିଜେପି ଓ…
Read More...

ଲୁଧିଆନା କୋର୍ଟ ବିସ୍ଫୋରଣ: ୨ ମୃତ

ଚଣ୍ଡିଗଡ: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇପଡିଛନ୍ତି। ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି ହେଲେ ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଏହି ବିସ୍ଫୋରଣ…
Read More...

ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ରେ ଓଡ଼ିଆ ଝିଅ ଜଗଜିତା ଦାଶଙ୍କ ବାଜିମାତ

ମୁମ୍ବାଇ: ୨୬ ବର୍ଷୀୟା ଓଡ଼ିଆ ଝିଅ ଜଗଜିତା ଦାଶ ମୁମ୍ବାଇରେ ଅନୁଷ୍ଠିତ ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ରେ ସେକେଣ୍ଡ ରନର-ଅପ ହୋଇଛନ୍ତି । ମିସ କ୍ୟାଟେଗୋରୀ ଫାଇନାଲ ରାଉଣ୍ଡକୁ ଦେଶରୁ ୨୦ ଜଣ ସିଲେକ୍ଟ ହୋଇଥିବାବେଳେ, ଚମତ୍କାର୍ ପ୍ରଦର୍ଶନ ସହ ଜଗଜିତା ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ସ୍ଥାନ…
Read More...

ଭୁବନେଶ୍ବର ପରେ ପୁରୀରେ ଲୋକାର୍ପିତ ହେଲା ‘ନିମନ୍ତ୍ରଣ’

ପୁରୀ: ଭୁବନେଶ୍ବର ପରେ ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ  ‘ନିମନ୍ତ୍ରଣ' ଆଜି ପୁରୀ ରେ ମଧ୍ୟ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିଛନ୍ତି। ଗତ ସେପ୍ଟମ୍ବର ମାସ ୩ ତାରିଖରେ ଭୁବନେଶ୍ଵରରେ 'ନିମନ୍ତ୍ରଣ'…
Read More...