୪ ମାସରେ ଧୂଳିସାତ୍ ଗଣମାଧ୍ୟମ
କାବୁଲ: ରସାତଳକୁ ଗଲାଣି ଗଣମାଧ୍ୟମ । ୨୦ ବର୍ଷର କଠୋର ପରିଶ୍ରମରେ ଠିଆହୋଇଥିବା ଗଣମାଧ୍ୟମ ଶିଳ୍ପ ମାତ୍ର ୪ ମାସରେ ହରାଇଛି ସତ୍ତା । ହରାଇଛି ସ୍ୱତନ୍ତ୍ରତା । ଗଣମାଧ୍ୟମ ଉପରେ ନାନା କଟକଣା ଜୁଲମ ପରେ ମହିଳାଙ୍କ ପାଇଁ ମିଡିଆ ମନା । ଏପରି ଘଟିଛି ଆଫନାଗିସ୍ତାନରେ । ଆଫଗାନିସ୍ତାନରେ ତାଲିବାନ…
Read More...
Read More...