Browsing Tag

bbsr

ଏମବିଏ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ କଲେଜ ହଷ୍ଟେଲ ଭିତରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଇନ୍ଫୋସିଟି ଥାନା ଅଧୀନରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ କେଳି ଯାଇଛି । ମୃତ ଛାତ୍ରୀ ଜନକ ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ…
Read More...

ବୈଷ୍ଣୋଦେବୀ ମନ୍ଦିରରେ ଦଳା ଚକଟା, ୧୨ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କଟରାରେ ବୈଷ୍ଣୋଦେବୀ ଭବନରେ ଦଳା ଚକଟାରେ ୧୨ ଶ୍ରାଦ୍ଧାଳୁଙ୍କ ମୃତ୍ୟୁ । ଏଜାବତ୍ ୨୦ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି । ବୈଷ୍ଣୋଦେବୀ ଭବନରେ ମାତ୍ରାଧିକ ଭିଡ କାରଣରୁ ଏହିପରି ଘଟିଥିବା କୁହାଯାଉଛି ।…
Read More...

ଖାଁ ଖାଁ ଶ୍ରୀମନ୍ଦିର

ପୁରୀ(ଜୟନ୍ତ କୁମାର ସେଠୀ) : ନୁତନ ବର୍ଷକୁ ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ନୁତନ ବର୍ଷ ସୂର୍ୟ୍ୟ ଉଦୟ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଶା ରଖିଥିବା ଭକ୍ତ ମାନେ କିନ୍ତୁ ହୋଇଛନ୍ତି ନିରାଶ। ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଅତ୍ୟଧିକ ଜନସମାଗମ ହେବା…
Read More...

ଭିଜିଲାନ୍ସ ଜାଲରେ ଝରିଗାଁ ସିଡିପିଓ

ନବରଙ୍ଗପୁର (ରଶ୍ମିରଞ୍ଜନ ସାମଲ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସିଡିପିଓ ସୁଷମା ପ୍ରସାଦ ୨୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି। ୨୦୨୧ ଜାନୁଆରୀ ଓ ଅଗଷ୍ଟ ମାସରେ କୁଟ୍ରି ଛାପର ସେକ୍ଟରର ୧୪ଟି ଅଙ୍ଗନବାଡି କେନ୍ଦ୍ରର ଶିଶୁଙ୍କ ଡ୍ରେସ ପାଇଁ ୨ଲକ୍ଷ୧୧ ହଜାର…
Read More...

ଲୁଧିଆନା ବିସ୍ଫୋରଣ ମାଷ୍ଟରମାଇଣ୍ଡ ମୁଲ୍ତାନିକୁ ଅଣାଯିବ ଭାରତ!

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତ ଜସବିନ୍ଦର ସିଂହ ମୁଲତାନିକୁ ଜେରା କରିବାକୁ ଏନଆଇଏ ଯିବ ଜର୍ମାନୀ ।ଏନଆଇଏ ଅଧିକାରୀଙ୍କ ସୂଚନା ମୁତାବକ ମୁଲତାନି ଓ ଅନ୍ୟ ଅଭିଯୁକ୍ତଙ୍କ ନାମରେ ଭାରତୀୟ ଦଣ୍ଡାଦେଶରେ ମାମଲା ରୁଜୁ କଲାପରେ ମୁଲତାନିକୁ ଯଥାଶୀଘ୍ର ଭାରତ ଆଣିବାକୁ…
Read More...

ଓଡିଶା ପୋଲିସର ନୂଆ ମୁଖିଆ ସୁନିଲ ବଂଶଲ

ଭୁବନେଶ୍ୱର: ଆଜି ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ପୋଲିସ ଡିଜି ସୁନିଲ ବଂଶଲ । ୧୯୮୬ ବ୍ୟାଚର ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଅଭୟ ଆଜି ଅବସର ଗ୍ରହଣ କରୁଥିବା ବେଳେ ତାଙ୍କ ସ୍ଥାନ ନେଇଛନ୍ତି ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଶ୍ରୀ ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ…
Read More...

ଦୁର୍ଘଟଣାରେ ଚାଲିଗଲା ପୁଲିସ ହାବିଲଦାରଙ୍କ ଜୀବନ

ଗୋପ/ ଜୟନ୍ତ ସେଠୀ: ଦୁର୍ଘଟଣାରେ ଚାଲିଗଲା ପୁଲିସ ହାବିଲଦାରଙ୍କ ଜୀବନ। ଡ୍ୟୁଟି ସାରି ଘରକୁ ଫେରିବା ବେଳେ ରାସ୍ତାରେ ଛକି ବସିଥିଲା କାଳ ଓ ନେଇଗଲା ଜୀବନ । ପୁରୀ ପେଣ୍ଠକଟା ଫାଣ୍ଡିରେ କାର୍ୟ୍ୟରତ ହାବିଲଦାର ପବିତ୍ର ମହାନ୍ତି । ସବୁଦିନ ପରି ଡ୍ୟୁଟି ସାରି ନିଜ ବାସଭବନକୁ ବାଇକ ଯୋଗେ…
Read More...

ଦ୍ୱିତୀୟ ଲହରି ସମୟର ବ୍ୟବସ୍ଥା ଓ ସୁବିଧା ପୁନଃ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ସୁଦ୍ଧା ଦେଶରେ ମୋଟ ୬୫୩ ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ । ଆଗକୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର

କଳ୍ପତରୁ ଜେନା/ ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଡିଏମ ଫଣ୍ଡ ରେ ୫୪ଟି ପ୍ରକଳ୍ପର ଭୂମିପୂଜନ ହୋଇଯାଇଛି। ଏ ସମସ୍ତ ପ୍ରକଳ୍ପ ପାଇିଁ ୪କୋଟିରୁ ଉର୍ଦ୍ଧ ବ୍ୟୟବରାଦ ହୋଇଛି। । ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ,ବିଡିଓ ଆର୍ଶିବାଦ…
Read More...

କଂଗ୍ରେସର ମହାସଂକଳ୍ପ ସମାବେଶରେ କହ୍ନେୟା କୁମାର

ଟୁକୁନା ଖୁରା/ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କମିଟିର ୧୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ନବରଙ୍ଗପୁରରେ କଂଗ୍ରେସର ମହା ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ ଯୁବ ନେତା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗନେସ ମେୱାନି ନବରଙ୍ଗପୁର ଗସ୍ତ କରି…
Read More...