ଅପହରଣର ୫ ଘଣ୍ଟା ପରେ ଶିଶୁ ଉଦ୍ଧାର
ବରଗଡ: ୫ ଘଣ୍ଟାର ଅପହରଣ ପରେ ଶିଶୁ ପୁତ୍ର ଉଦ୍ଧାର । ବାଇକରେ ଆସି ଅପହରଣ କରିଥିଲେ । ମାଗିଲେ ୧୦ ଲକ୍ଷ ଟଙ୍କା । କିନ୍ତୁ ପୁଲିସର ଛାନଭିନ୍ନ ପରେ ଶିଶୁକୁ ୫ ଘଣ୍ଟା ପରେ ଛାଡିଦେଲେ ଅପହରଣକାରୀ । ଅପହୃତ ଶିଶୁକୁ ଏକ ସ୍କୁଲ ନିକଟରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ ।
ବରଗଡ ଟାଉନ ଥାନା ଅଧୀନରୁ…
Read More...
Read More...