Browsing Tag

bbsr

ରାଜ୍ୟ ମାନବାଧିକାର କମିଶନଙ୍କ ଅଫିସରେ କରୋନା

ଭୁବନେଶ୍ୱର: ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସଟଡାଉନ ହୋଇଛି । ମାନବାଧିକାର କମିଶନ ଅଫିସର କର୍ମଚାରୀ କେ।।ଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ଅଫିସକୁ ବନ୍ଦ କରାଯାଇଛି । ରାଜ୍ୟ ମାନବାଧିକାର କମିଶନଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।…
Read More...

ତୁରେଇକେଲାରେ ମାଓ ପୋଷ୍ଟର

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଏପରି ସମୟରେ ଲାଲଗଡ଼ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର। ପୋଷ୍ଟର ମାରି ମାଓବାଦୀମାନେ ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ପ୍ରବର୍ତ୍ତାଇଛନ୍ତି । ପୋଷ୍ଟର ମରା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି…
Read More...

ଏଟିଏମ ଲୁଟ ବେଳେ ଲୁଟର ଗିରଫ

ଭୁବନେଶ୍ୱର: ରାଜଧାନୀରେ ଏଟିଏମରୁ ଲୁଟ ଉଦ୍ୟମ ପଣ୍ଡ। ଏଟିଏମ ଲୁଟ ବେଳେ ପୋଲିସ ହାତରେ ଧରାପଡିଲେ ୨ ଯୁବକ । ସୋମବାର ବିଳମ୍ବିତ ରାତିରେ ଏଟିଏମ ଲୁଟ ଉଦ୍ୟମ ବେଳେ ପଣ୍ଡ ହୋଇଗଲା ସବୁ ଯୋଜନା । ଗତକାଲି ବିଳମ୍ବିତ ରାତିରେ ସିରିପୁର ଛକ ନିକଟରେ ଥିବା ଏକ ଏଟିଏମ ମେସିନରୁ ଲୁଟ୍ ଉଦ୍ୟମ କରିଥିଲେ…
Read More...

ପ୍ରଦୀପଙ୍କ ହେବ କିି ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥିତି 

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚାକିରି କାଳ ୬ ମାସ ବୃଦ୍ଧି ପରେ ଚାପା ଆଲୋଚନା । ରାଜ୍ୟରେ କଣ ରହିଛି ପ୍ରଶାସନିକ ଅଧିକାରୀଙ୍କ ଅଭାବ? କାହିଁଁକି ବଢିଲା ସୁରେଶଙ୍କ କାର୍ଯ୍ୟକାଳ? ବରିଷ୍ଠ ଆଇଏଏସ ପ୍ରଦୀପଙ୍କୁ କାହିଁକି କରାଯାଉଛି ଅଣଦେଖା? ପ୍ରଦୀପଙ୍କର ହେବ କିି…
Read More...

ଘରୁ ଡାକି ନେଇ ପ୍ରଜା କୋର୍ଟରେ ପିଟିମାରି ଲଗାଇଦେଲେ ନିଆଁ

ମାଲକାନଗିରି:  ମାଲକାନଗିରିରେ ପୁଣି ନକ୍ସଲ ତାଣ୍ଡବ । ଘରୁ ଡାକି ନେଇ ପ୍ରଜା କୋର୍ଟରେ ପିଟିମାରିଦେଲେ ବ୍ୟକ୍ତିଙ୍କୁ । ଖାଲି ସେତିକିରେ ସରିଲାନି ବର୍ବରତା । ବ୍ୟକ୍ତିଙ୍କ ଦେହରେ ଲଗାଇଦେଲେ ନିଆଁ । ଏପରି ଅଭାବନୀୟ ଓ ବର୍ବରକାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅନ୍ତର୍ଗତ କେରିମିଟି…
Read More...

ପାରିବାରିକ ବିବାଦରୁ ସ୍ୱାମୀ ଛୁରା ମାଡରେ ସ୍ତ୍ରୀ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ରକ୍ତର ହୋରୀ । ସାମାନ୍ୟ କଥାରୁ ଚାଲୁଛି ଖଣ୍ଡା ତଲୱାରୀ, ଛୁରା । ପୁଣି ଲକ୍ଷ୍ମୀସାଗରରେ ହୋଇଛି ଏକ ଛୁରାମାଡ । ଲକ୍ଷ୍ମୀସାଗର ବଙ୍ଗାଳିବସ୍ତିରେ ପାରିବାରିକ କଳହକୁ ନେଇ ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ଆହତ ହୋଇଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା…
Read More...

ବିଶ୍ୱର ସର୍ବ ବୃହତ ଟୀକାକରଣ ଅଭିଯାନକୁ ଏକ ବର୍ଷ ପୂର୍ତ୍ତି

ଗୋପ/ ଜୟନ୍ତ ସେଠୀ: କୋଭିଡ ଟୀକା ପ୍ରଦାନରେ ଭାରତ ଆଜି ଏକ ବର୍ଷ ପୂରଣ କରିଛି। ସେହିପରି ଭାରତରେ ଚାଲିଥିବା କୋଭିଡ ଟୀକାକରଣ ବିଶ୍ୱରେ ସର୍ବ ବୃହତ ଟିକାଦାନ ଅଭିଯାନ ଭାବେ ପରିଗଣିତ ହେଉଛି। କୋଭିଡ ଟୀକା ପ୍ରଦାନରେ ଭାରତ ଏକ ବର୍ଷ ପୂରଣ କରିବା ଅଵସରରେ ବାଲୁକା ଚିତ୍ରଶିଳ୍ପୀ ଶୁଭେଚ୍ଛା…
Read More...

ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ଗୋପ/ ଜୟନ୍ତ ସେଠୀ: ପୁରୀରେ ଆତଂକ ସୃଷ୍ଟିକାରୀ ମୋବାଇଲ ଲୁଟେରା ଗ୍ୟାଙ୍ଗ ପୁଲିସ କବଜାରେ । ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୨୫ଟି ଦାମୀ ମୋବାଇଲ, ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଜବତ କରିଛି।…
Read More...

ଜମି ବିବାଦକୁ ନେଇ ବୋମାମାଡ

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ବାଲିଅନ୍ତାରେ ବୋମାମାଡ । ବାଲିଅନ୍ତାରେ ଅନ୍ତର୍ଗତ ବ୍ରାହ୍ମଣସୁଆଁଲ ଗାଁରେ ବୋମାମାଡ ହୋଇଛି । ଜମି ବିବାଦକୁ ନେଇ ବୋମାମାଡ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ ହୋଇଥିବା ବେଳେ ଏଥିରେ ୩ ଜଣ ଆହତ ହୋଇଛନ୍ତି । ରବିବାର…
Read More...

ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ । ୮୮ ବର୍ଷ ବୟସରେ ରାୟଗଡା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ଶାନ୍ତି ଦେବୀ ଶେଷ ନିଦରେ ଶୋଇଯାଇଛନ୍ତି । ରବିବାର ବିଳମ୍ବିତ ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଉପଖଣ୍ଡ ଡାକ୍ତରଖାନାର…
Read More...