ଲାଲୁ ଙ୍କୁ ଲାଗିଲା ପୁଣି ଝଟକା
(ସୌମ୍ୟ ରଞ୍ଜନ ସେଠୀ) : ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିଲେ ଲାଲୁ ପ୍ରସାଦ ଯାଦବ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୩ ମାସ ଜାମିନ ବୃଦ୍ଧି ପାଇଁ ସେ ଆବେଦନ କରିଥିଲେ । ହେଲେ ଲାଲୁଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇ, ଆଜି ରାଞ୍ଚି…
Read More...
Read More...