ବାଲେଶ୍ୱର ଭଦ୍ରକ ରେ ଗଡ଼ିଲା ବ୍ୟାଟେରୀ ଚାଳିତ ବସ୍
ବାଲେଶ୍ୱର: ବାଲେଶ୍ୱର ଭଦ୍ରକ ରେ ଗଡ଼ିଲା ବ୍ୟାଟେରୀ ଚାଳିତ ବସ୍ । ଆଜି ଠାରୁ ଅର୍ବାନ ଟ୍ରାନ୍ସଫୋର୍ଟ ଟ୍ରଷ୍ଟ ତରଫରୁ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଥର ପାଇଁ ବ୍ୟାଟେରୀ ଚାଳିତ ବସ ଚାଲିଛି । ବିଧାୟକ ସ୍ବରୂପ ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ଜିଲ୍ଲାପାଳ ପତାକା ଦେଖାଇ ବସ୍ ଯାତ୍ରାର…
Read More...
Read More...