Browsing Tag

basudevpur

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

ଭଦ୍ରକ:- ସାରା ଓଡିଶାରେ ମହିଳା ନିର୍ଯାତନା ତାତି । ଆତ୍ମହତ୍ୟା ଦୁଷ୍କର୍ମ ଭଳି କିଛି ଘଟଣା ନେଇ ତିନି ରାଜନୀତିକ ଦଳ ଭିତରେ ଚାଲିଛି କାଦୁଅ ପିଙ୍ଗା ଫିଙ୍ଗି । ବାଲେଶ୍ୱରର ସୌମଶ୍ରୀ ଆତ୍ମହତ୍ୟା ପରେ ସରକାରଙ୍କୁ ଅଧିକ ବିରୋଧ କରିଥିଲା ବିରୋଧୀ କଂଗ୍ରେସ । ସେହି ଦଳରେ ଟାଣୁଆ ନେତା ଭାବେ…
Read More...

ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ବାରିକଙ୍କ ପରଲୋକ

ବାସୁଦେବପୁର: ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ବାରିକଙ୍କ ହୃଦଘାତରେ ପରଲୋକ । ଏ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକଗୁଆ ଗଡିଆ ପଞ୍ଚାୟତ ଚିରୋଳରେ । ସେ ଥିଲେ ସମାଜର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ । ମୃତ୍ୟୁ ବେଳକୁ ତାଙ୍କର ୬୫ ବର୍ଷ ବୟସ ହୋଇଥିଲା ।…
Read More...