Browsing Tag

barkote

କଲ। ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗ

ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଲ। ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି  ହୋଇଥିଲା । ଏଥିରେ ସର୍ବ ମୋଟ ଷାଠିଏ ଗୋଟି  ଅଭିଯୋଗର ସମାଧାନ ହୋଇଥିଲା। ରାସ୍ତା, ପାନୀୟ ଜଳ, କୃଷି, ଜମିପଟ୍ଟା, ଆବାସ ଘର, ବ।ର୍ଦ୍ଧକ ଭତ୍ତା, ଏଲେକ୍ଟ୍ରି ବିଲ, ଡ୍ରେନ ସମସ୍ୟା, ବିଭିନ୍ନ ପ୍ରକାର ଜନ…
Read More...

ବାରକୋଟ ଥାନା ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି ଦେବଗଡ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାରକୋଟ ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିର କୁ ଦେବଗଡ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅନିଲ କୁମାର ମିଶ୍ର ଫିତା କାଟି ଶିବିର କୁ ଉଦଘାଟନ କରିଥିଲେ। ଆଜି ଦିନ ନଅ ଘଟିକା…
Read More...

ଜାତୀୟ ସଡ଼କ ସୁରକ୍ଷା ମାସରେ ବାରକୋଟ ପୋଲିସ ଏବଂ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ସଚେତନତା କାର୍ଯକ୍ରମ

ଦେବଗଡ଼ ଜିଲ୍ଲା ବାରକୋଟ ପୋଲିସ ଏବଂ କଲା ପଞ୍ଚାୟତ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଚଳିତ ବର୍ଷର ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯକ୍ରମ ଆରମ୍ଭ ହୋଇଥିଲା। କଲା କଲେଜରୁ  ଛାତ୍ରଛାତ୍ରୀମାନେ ରାଲି ମାଧ୍ୟମରେ ବାହାରି ସ୍ଲୁଗାନ ଏବଂ ଲିପଲେଟ ଦେଇ ଗାଁ ପରିକ୍ରମା କରିବା ସହିତ…
Read More...

ବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫ

ବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫ।  ଦେବଗଡ ଜିଲ୍ଲାବାରକୋଟ ବ୍ଲକ କାଦୋପଡା ସୋସାଇଟି ର ପେକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ୪୦.୭୧ ଲକ୍ଷ ଟଙ୍କା ହେରଫେର ମାମଲାରେ ପେକ୍ସ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ଗିରଫ । ଚାଷୀ ଫେରସ୍ତ…
Read More...

ବାରକୋଟ ବ୍ଲକର କଣ୍ଢଳ ଗ୍ରାମରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ଦେବଗଡ ଜିଲ୍ଲା ବାରକୋଟ ବ୍ଲକର କଣ୍ଢଳ ଗ୍ରାମରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି। ଆଜି ଚଳିତ ବର୍ଷର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କଣ୍ଢଳ ଖେଳ ପଡିଆରେ ଉଦଯାପିତ ହୋଇଯାଇଛି। ଏଥିରେ ଜିଲ୍ଲା ମତ୍ସ୍ୟ ଅଧିକାରୀ  ଅଶୋକ କିଣ୍ଡୁ ଆର ଓ ଜିଲ୍ଲା…
Read More...