ଜାତୀୟ ସଡ଼କ ସୁରକ୍ଷା ମାସରେ ବାରକୋଟ ପୋଲିସ ଏବଂ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ସଚେତନତା କାର୍ଯକ୍ରମ
ଦେବଗଡ଼ ଜିଲ୍ଲା ବାରକୋଟ ପୋଲିସ ଏବଂ କଲା ପଞ୍ଚାୟତ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଚଳିତ ବର୍ଷର ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯକ୍ରମ ଆରମ୍ଭ ହୋଇଥିଲା। କଲା କଲେଜରୁ ଛାତ୍ରଛାତ୍ରୀମାନେ ରାଲି ମାଧ୍ୟମରେ ବାହାରି ସ୍ଲୁଗାନ ଏବଂ ଲିପଲେଟ ଦେଇ ଗାଁ ପରିକ୍ରମା କରିବା ସହିତ…
Read More...
Read More...