ନିଖୋଜ ବୃଦ୍ଧଙ୍କୁ ବିଳମ୍ବିତ ରାତିରେ ପୋଖରୀରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ..
ସୂଚନାନୁଯାୟୀ ଗତକାଲି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କଲା ଗାଁର ପାଣୁ ସାହୁଙ୍କ ପୁଅ ହୃଦାନନ୍ଦ ସାହୁ ବୟସ ୬୪,ସବୁଦିନ ପରି ସେ ମଙ୍ଗଳବାର ସାପ୍ତାହିକ ହାଟ ସାରି କଲା ବଡପଖରି କୁ ଗାଧୋଇବା ପାଇଁ ଯାଇଥିଲେ,ହେଲେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ…
Read More...
Read More...