ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଶେଷ ଦିନରେ ଶ୍ରୀ କୃଷ୍ଣଙ୍କ ହାତରେ ବଧ ହେବେ କଂସାସୁର
ବରଗଡ଼ : ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରାରେ ପଡିବ ପୂର୍ଣ୍ଣଛେଦ। ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ବରଗଡ଼ରେ ଦୀର୍ଘ ୧୧ ଦିନଧରିଚାଲିଆସୁଥିବା ଧନୁଯାତ୍ରାରେ ଆଜି ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ । ଏଥି ସହ…
Read More...
Read More...