Browsing Tag

Baragad

ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ…

ବରଗଡ଼-: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଡିଭିଏଫ ଟିମ୍ ଅପରେସନ ଜାରି ରଖିଥିବା ସମୟରେ ଏହି ସଫଳତା ମିଳିଥିବା ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ପି.ଏସ ମୀନା ସୂଚନା ଦେଇଛନ୍ତି ।…
Read More...

ବରଗଡ ଧନୁଯାତ୍ରା ଲାଗି ବଦଳିଲା ସ୍କୁଲ ସମୟ

ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଲାଗି ବଦଳିଲା ସ୍କୁଲ ସମୟ। ସାମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଆଖି ଆଗରେ ରଖି ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ୧୩ ତାରିଖ ପରେ ପୂର୍ବପରି ରହିବ ସ୍କୁଲ ସମୟ। ଏ ନେଇ ଚିଠି ଜରିଆରେ…
Read More...

ପ୍ରଥମ ସଂଧ୍ୟାରେ ମୁକ୍ତ ଆକାଶ ରଙ୍ଗ ମଂଚରେ ଓଡିଶୀ ଓ କଥକ ନୃତ୍ୟ

(ଜୟନ୍ତ କୁମାର ସେଠୀ)ଗୋପ: ବିଶ୍ଵ ଐତିହ କୋଣ।ର୍କ ମନ୍ଦିର ପାଦ ଦେଶରେ ଆୟୋଜିତ କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ପ୍ରଥମେ ସୁଜନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ବନ୍ଦେ ସୂର୍ୟ୍ୟମ । ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନା ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ…
Read More...

ପୋଲିସ ବିରୁଦ୍ଧରେ ଅସଦାଚାରଣ ଅଭିଯୋଗ ଆଣିଲେ ମହିଳା

(ଚିତରଞ୍ଜନ ସାହୁ ): ବରଗଡ଼ ଜିଲ୍ଲାର ବରପାଲି ଥାନା ଏଏସଆଇ ପ୍ରମାଦ କୁମାର ପାତ୍ରଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ନେଇ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ବଡ଼ଗାଁ ନିବାସୀ ଜଣେ ମହିଳା ଏହି ଗୁରୁତର ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ ଗତ ୧୩ ତରିଖ ଦିନ…
Read More...

ଡିଜିଟାଲ ଆର୍ଥିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

( ଚିତରଞ୍ଜନ ସାହୁ) : ବରଗଡ ଜିଲ୍ଲା ବରପାଲି ବ୍ଲକ ମିଟିଂହଲ ପରିସରରେ ଭାରତୀୟ ଲଘୁ ଉଦ୍ୟୋଗ ବିଭାଗ ବ୍ୟାଙ୍କ ତରଫ ରୁ ବରପାଲି ବ୍ଲକ ଓ ସହର ବୁଣାକାର ମାନଙ୍କୁ ନେଇ ଡିଜିଟାଲ ଆର୍ଥିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସହକାରୀ…
Read More...

୧୨ଘଣ୍ଟିଆ ବରପାଲି ବନ୍ଦ

( ମମତା ସାମଲ) : ୧୨ଘଣ୍ଟିଆ ବରପାଲି ବନ୍ଦ । ବରଗଡ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ସ୍ଥାପନ, ବରପାଲିକୁ ସବ୍-ଡିଭିଜନ ମାନ୍ୟତା ଆଦି ଦାବିରେ ଆଜି ଏହି ବନ୍ଦ ଡକରା ଦେଇଛି ବରପାଲି ବଣିକ ସଂଘ । ଏହି ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି । ସ୍କୁଲ,…
Read More...

୨୯ ତାରିଖରେ ବରପାଲି ବନ୍ଦ

(ଚିତ୍ତରଞ୍ଜନ ସାହୁ) : ବରଗଡ ଜିଲ୍ଲା ବରପାଲିଠାରେ ଆସନ୍ତା ଅଗଷ୍ଟ ୨୯ ତାରିଖ ଦିନ ବରପାଲି ବଣିକ ସଂଘ ପକ୍ଷରୁ ବନ୍ଦ ଡାକରା ଦେଇଛନ୍ତି । ବରପାଲିକୁ ୧୯୯୪ ମସିହାରୁ ସବଡିଭିଜନ ଦାବି ନେଇ ପ୍ରଥମେ ବରପାଲି ସାମ୍ବାଦିକ ସଂଘ, ଓକିଲ ସଂଘ ଦାବି କରି ଆସୁଥିଲେ ମଧ୍ୟ ତାହା ଆଜିପର୍ଯ୍ୟନ୍ତ ରାଜ୍ୟ…
Read More...

ରକ୍ଷାବନ୍ଧନ ପୂର୍ବରୁ ଭାଇଭଉଣୀଙ୍କ ମୃତ୍ୟୁ

( ଚିତ ରଞ୍ଜନ ସାହୁ) : ଵରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଳି ଗ୍ରାମ ରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଗୋଟିଏ ଘରର ଦୁଇ ଭାଇ ଭଉଣିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇ ଯାଇଛି। ରକ୍ଷା ବନ୍ଧନକୁ ଆଉ ଦୁଇଦିନ ବାକିରହିଥିବା ବେଳେ ରକ୍ଷାବନ୍ଧନ ପୂର୍ବରୁ ହିଁ ଉଭୟ ଭାଇ ଭଉଣୀଙ୍କର ହଠାତ…
Read More...

ଘରୋଇ କହଳକୁ ନେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ବାପାପୁଅ

( ଚିତ ରଞ୍ଜନ ସାହୁ) : ଘରୋଇ କଳହ ଯୋଗୁଁ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଉଦମ୍ୟ କରିଛନ୍ତି ବାପ ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ନୂଆଗଡ ଗ୍ରାମରେ । କୌଣସି କାରଣରୁ ବାପା ପରମା ସୁନା ଏବଂ ପୁଅ ବୁଧ ସୁନା ମଧ୍ୟରେ…
Read More...