Browsing Tag

Barabati Stadium

ବାରବାଟୀ ଟି-୨୦ମ୍ୟାଚ୍ : ଜୁନ୍ ପହିଲାରୁ ଟିକେଟ ବିକ୍ରି ଆରମ୍ଭ

କଟକ: ବାରବାଟି ଜମିବ ଟି-୨୦ ମ୍ୟାଚ୍ । ଜୁନ ୧୨ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ସାଉଥ ଆଫ୍ରିକା ଟି୨୦ ମ୍ୟାଚକୁ ଷ୍ଟାଡିୟମରେ ବସି ପୂର୍ଣ୍ଣ ସଂଖ୍ୟକ ଦର୍ଶକ ଉପଭୋଗ କରି ପାରିବେ।  ଗତ କାଲି BCCI ପରେ ଆଜି ରାଜ୍ୟ ସରକାର ମଧ୍ୟ ଦେଇଛନ୍ତି ଗ୍ରୀନ ସିଗ୍ନାଲ।  ମ୍ୟାଚ…
Read More...

ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର

କଟକ : ଜୁନ୍‌ ୧୨ରେ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ହେଲେ ୪୪ ହଜାର ଦର୍ଶକ ବସିପାରୁଥିବା ଏହି ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିବା ବଡ ପ୍ରଶ୍ନ ସୃଷ୍ଟି କରିଛି । ଏହି ପ୍ରମାଣପତ୍ର ଜାରି…
Read More...