ସାଲେପୁର ବାର ଆସୋସିଏସନ୍ ନିର୍ବାଚନ ଅନୁଷ୍ଠିତ
ସାଲେପୁର / ତାରାକାନ୍ତ ନାୟକ : କଟକ ଜିଲ୍ଲା ସାଲେପୁର ବାର ଆସୋସିଏସନ୍ ର କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଆସୋସିଏସନ୍ର ସଭାପତି ଭାବେ ବିକ୍ରମ କେଶରୀ ବଳ ଓ ସମ୍ପାଦକ ଭାବେ ସୁଶାନ୍ତ କୁମାର ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ସୁନାକର ମଲ୍ଲିକ,…
Read More...
Read More...