ବାପୁଜୀ ନଗର ମାର୍କେଟ ଅନିର୍ଦ୍ଧିଷ୍ଟକାଳ ପାଇଁ ସିଲ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟରେ ଲକଡାଉନ କଟକଣା ଲାଗୁ କରାଯାଇଛି । ବିଶେଷ କରି ଅତ୍ୟାବଶ୍ୟକ କାମ ନ ପଡିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ହେଲେ କିଛି ଅମାନିଆ ବାହାରେ ବୁଲୁଥିବା ବେଳେ ବାପୁଜୀ ନଗର ମାର୍କେଟରେ ନାହିଁ ନ…
Read More...
Read More...