Browsing Tag

Banpur

ଖୋଲିଲା ବାଣପୁର ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି

ବାଣପୁର /ସୁଧିର କୁମାର ପାତ୍ର : ମା' ଭଗବତୀଙ୍କ ମନ୍ଦିର ରେ ଥିବା ଭିତର ହୁଣ୍ଡିକୁ ଖୋଲା ଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ସ୍ଥାନୀୟ ତହସିଲଦାର୍ ଶ୍ରୀଯୁକ୍ତ କୁଞ୍ଜବିହାରୀ ବଡ଼ଜେନା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯକ୍ତ ବାଳମୁକୁନ୍ଦ ଦାସ, ସ୍ଥାନୀୟ ଆରକ୍ଷୀଙ୍କ…
Read More...

ବାଣପୁର ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ କାର୍ୟ୍ୟକ୍ରମ ଅନୁଷ୍ଠିତ

ବାଣପୁର/ଚାଣକ୍ୟ ମିଶ୍ର: ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ କଳାକାରମାନଙ୍କୁ ପ୍ରାଧାନ୍ୟ ଦେଇ ସେମାନଙ୍କ ସହାୟତା ପାଇଁ କଳାକାର ଭତ୍ତା ର ବ୍ୟବସ୍ତା କରିଥିବା ବେଳେ ଆଜି ପୂର୍ବାହ୍ନରୁ ସନ୍ଧ୍ୟା ପର୍ୟ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ବ୍ଲକର ୧୭ ଗୋଟି ପଞ୍ଚାୟତ ଓ ଏନଏସିର ମିଳିତ…
Read More...