ବ୍ୟାନ୍ ହେଲେ କ୍ରିକେଟର୍
ୱେଷ୍ଟଇଣ୍ଡିଜର କ୍ରିକେଟର ମାର୍ଲନ ସାମୁଏଲ୍ସଙ୍କ ଉପରେ ଆଇସିସି ୬ ବର୍ଷର ପ୍ରତିବନ୍ଧକ ଲଗାଇଛି । ସାମୁଏଲ୍ସ ୱେଷ୍ଟଇଣ୍ଡିଜ ପାଇଁ ଅନେକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଘରୋଇ ଲିଗ୍ସରେ ଖେଳୁଛନ୍ତି । କିନ୍ତୁ ଏବେ ଭ୍ରଷ୍ଟାଚାର ମାମଲାରେ…
Read More...
Read More...