Browsing Tag

bank

ସର୍ଟସର୍କିଟରୁ ନିଆଁ ଲାଗିଥିବା ନେଇ ସୂଚନା

କେନ୍ଦ୍ରାପଡ଼ା -: ବ୍ୟାଙ୍କରେ ଲାଗିଲା ନିଆଁ । କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ବସଷ୍ଟାଣ୍ଡ ପାଖ ଅର୍ବାନ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ଭିତରୁ  ବ୍ୟାଙ୍କ ଜଳୁଥିବାବେଳେ ବାହାରଥିଲା ଧୂଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ କରିବାରେ ସଫଳ ହୋଇଛି ।…
Read More...

ଆସନ୍ତା ମାସରେ ୧୫ ଦିନ ଛୁଟି ରହିବ ସମସ୍ତ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟଙ୍କ ତରଫରୁ ପ୍ରକାଶ ପାଇ ଯାଇଛି ଛୁଟି ତାଲିକା । ପ୍ରତିମାସ ପରି ଏପ୍ରିଲ ମଙ୍କସର ବି ପ୍ରକାଶ ପାଇଲା ଛୁଟି ତାଲିକା ।ଏପ୍ରିଲ ମାସରେ ଅନେକ ଗୁଡିଏ ପର୍ବ ରହିଥିବା ରୁ ରିଜର୍ଭ ବ୍ୟାଙ୍କ ଛୁଟି ତାଲିକା ମୁତାବକ ପ୍ରାୟ ୧୫ ଦିନ ଛୁଟି ରହିବ ସମସ୍ତ ବ୍ୟାଙ୍କ । ଏପ୍ରିଲ…
Read More...

ଇନ୍ସୁରାନ୍ସ କରି ଜୀବନ ସୁରକ୍ଷା କରନ୍ତୁ

ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଞ୍ଚାୟତ ଅଧିନସ୍ଥ ୟୁକୋ ବ୍ୟାଙ୍କ ଓରତି ଶାଖା ତରଫରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ସ୍ଥାନୀୟ କୈଳାସ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତ…
Read More...

ବରୀରେ ଖୋଲିଲା ଆକ୍ସିସ  ବ୍ୟାଙ୍କ୍ ର ଶାଖା

ବରୀ (ସତ୍ୟଜିତ୍ ବାରିକ ) :- ଆଜି ବରୀ ରେ ଏକ ଆକ୍ସିସ ବ୍ୟାଙ୍କ୍ ର ଶାଖା   ଉଦଘାଟିତ ତ ହୋଇଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଖାଟିକୁ ଉଦଘାଟନ କରିଛନ୍ତି । ବରୀ ଠାରୁ 25 କିମି ଦୂର ଯାଜପୁର ଟାଉନରେ  ଏହାର ଶାଖା…
Read More...

ଆଇଡିବିଆଇ ବ୍ୟାଙ୍କ ହେବ ଘରୋଇକରଣ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ବିଭିନ୍ନ ବ୍ୟାଙ୍କର ଘରୋଇକରଣ ଦିଗରେ କେନ୍ଦ୍ରସରକାର ତତ୍ପରତା ଦେଖାଇଛନ୍ତି । ବିଭିନ୍ନ କମ୍ପାନୀକୁ ଘୋରୋଇକରଣ କରିବା ଦିଗରେ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ବର୍ତ୍ତମାନ କାର୍ଯ୍ୟପନ୍ଥା ଗ୍ରହଣ କରୁଛି । ଏଲ୍ଆଇସି ଆଇଡିବିଆଇ ବ୍ୟାଙ୍କ ରେ…
Read More...

ଗ୍ରାମାଚଂଳରେ ଅଧିକ ସ୍ଥାୟୀ ଶାଖା ଖୋଲିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

(ରିପୋର୍ଟସ ଟୁଡ଼େ): .ବ୍ୟାଙ୍କ ସେବା ପହଞ୍ଚି ନଥିବା ଗ୍ରାମଗୁଡ଼ିକରେ ଶୀଘ୍ର ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍ ଖୋଲିବା ଏବଂ ରାଜ୍ୟରେ ଅଧିକ ପରିମାଣର ମୋବାଇଲ୍ ଏଟିଏମ୍ ଓ ମା‌ଇକ୍ରୋ ଏଟିଏମ୍ ସ୍ଥାପନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଆଜି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୫୩ତମ…
Read More...

ସାଲେପୁର କାନାଡ଼ା ବ୍ୟାଙ୍କ ମ୍ୟାନେଜର ଙ୍କ ଘରୁ ଚୋରି

(ତାରାକାନ୍ତ ନାଏକ ): ସାଲେପୁର ଥାନା ରୋଡ଼ ରେରହୁଥିବା କାନାଡ଼ା ବ୍ୟାଙ୍କ ମ୍ୟାନେଜର ଙ୍କ ଘରୁ ଚୋରି।ଲକ୍ଷାଧିକ ଟଙ୍କାର ସୁନା,ରୁପା, ନଗଦ ଟଙ୍କା କେହି ଦୃବୃତ ଚୋରୀ କରିନେଇଯାଇଛି। ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ଘଟିଛି କଟକଜିଲ୍ଲା,ସାଲେପୁର ଥାନା…
Read More...