ବୃଦ୍ଧା ପତ୍ନୀଙ୍କ ବିକଳ ଆବେଦନ ଭାବବିହ୍ୱଳ ହେଲେ ବିଚାରପତି : ୮୯ବର୍ଷରେ ଛାଡପତ୍ର
ଦୀର୍ଘ ୨୦ ବର୍ଷ ଧରି ଚାଲିଆସୁଥିବା ଛାଡପତ୍ରର ସମାଧାନ ହୋଇଛି । ଶେଷରେ ଏହି ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ୮୨ ବର୍ଷୀୟା ପିତ୍ନୀଙ୍କ ଭାବପ୍ରବଣତାକୁ ଗୁରୁତ୍ୱ ଦେଇ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଏଭଳି ଘଟଣା ଘଟିଛି ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ସହ ।…
Read More...
Read More...