ବିଜୟ ଉତ୍ସବ ପାଳନରେ ପ୍ରଶଂସକଙ୍କ ଭିଡ଼ରେ ହଠାତ୍ ଦଳାଚକଟା; ୧୧ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର;ଏହି ସମୟରେ ବେଙ୍ଗାଲୁରୁରୁ ଏକ ବହୁତ ବଡ଼ ଖବର ଆସୁଛି। IPL୨୦୨୫ ଚାମ୍ପିଅନ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ଉତ୍ସବ ପାଳନରେ ସମବେତ ପ୍ରଶଂସକଙ୍କ ଭିଡ଼ରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଦୁର୍ଘଟଣା ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିଲା। ସୂତ୍ର…
Read More...
Read More...