Browsing Tag

Bangladesh

ହସିନା ଯେତେଦିନ ଚାହିଁବେ ଭାରତରେ ରହିପାରିବେ : ଜୟଶଙ୍କର

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଆହ୍ୱାନ ମଧ୍ୟରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତରେ ତାଙ୍କର ରହିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଗତ ବର୍ଷ ଦେଶରେ ଘଟିଥିବା ଘଟଣା ଦ୍ୱାରା ପ୍ରଭାବିତ। ବାଂଲାଦେଶର ପୂର୍ବତନ…
Read More...

ଦୁର୍ନୀତି ମାମଲା: ହସିନାଙ୍କୁ ୨୧ ବର୍ଷ ଜେଲ୍

Shaikh Hasina: ଦୁର୍ନୀତି ମାମଲାରେ ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨୧ ବର୍ଷ ଜେଲ ଦଣ୍ଡ । ଏକ ପ୍ରକଳ୍ପରେ ଦୁର୍ନୀତି ନେଇ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବାଂଲାଦେଶର ଦୁର୍ନୀତି ନିବାରଣ କମିଶନ (ଏସିସି) ଢାକାର ପୂର୍ବାଚଲ ଅଞ୍ଚଳରେ ସରକାରୀ ଜମିକୁ ବେଆଇନ…
Read More...

ଜୀବନ ବଞ୍ଚାଇଦେଲେ ମୋଦୀ, ଧନ୍ୟବାଦ ଜଣେଇଲେ ହାସିନାଙ୍କ ପୁଅ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍‌) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ ହତ୍ୟା ମାମଲା‌ରେ ମୃତ୍ୟୁ ଦଣ୍ଡାଦେଶ…
Read More...

ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡ, ପଛରେ ଅଛନ୍ତି ଏହି ଦୁଇ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ବାଙ୍ଗଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି । ବାଙ୍ଗଲାଦେଶରେ ହିଂସା ମାମଲାରେ ଏହି ରାୟ ଦେଇଛନ୍ତି ଢାକା କୋର୍ଟ। କୋର୍ଟ ତାଙ୍କୁ ଜୁଲାଇ ବିଦ୍ରୋହ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜୁଲାଇ ୨୦୨୪ରେ, ଢାକାରେ ବାଂଲାଦେଶୀ ଛାତ୍ରମାନେ…
Read More...

ବାଂଲାଦେଶର ଢାକା ବିମାନବନ୍ଦରର କାର୍ଗୋ ଟର୍ମିନାଲ୍‌ରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ବାଂଲାଦେଶର ଢାକା ବିମାନବନ୍ଦରର କାର୍ଗୋ ଟର୍ମିନାଲ୍‌ରେ ଲାଗିଲା ନିଆଁ। ସାମୟିକ ଭାବେ ବିମାନ ଚଳାଚଳ ବାତିଲ୍।ନିଆଁ ଲିଭାଇବାକୁ ଅଗ୍ନିଶମ ଟିମ୍‌ର ଉଦ୍ୟମ ଜାରି । ବାଂଲାଦେଶର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି।…
Read More...

ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି

ବାଂଲାଦେଶ-: ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟର ଲିଟନ ଦାସଙ୍କ ସମେତ ମହମ୍ମଦ ନଇମ୍‌, ସମିମ ହୋସେନ, ତନଭୀର  ଇସଲାମ୍‌ ଓ ହାସାନ ମାହମୁଦ ଦଳକୁ ପ୍ରତ୍ୟାବର୍ତ୍ତନ  କରିଛନ୍ତି । ଅନ୍ୟ ପଟରେ ଆହତ ଥିବା ଅଭିଜ୍ଞ…
Read More...

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ଅନ୍ୟ ୨ ଜଣଙ୍କୁ ସ୍ଥାନୀୟ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ…

ବାଂଲାଦେଶ-: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ଅନ୍ୟ ୨ ଜଣଙ୍କୁ ସ୍ଥାନୀୟ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଗଣହତ୍ୟା ସମେତ ବିଭିନ୍ନ ଅଭିଯୋଗରେ ଅଭିଯୁକ୍ତ କରିଛନ୍ତି । ୨୦୨୪ ଜୁଲାଇ ଓ ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନକୁ ଦମନ କରିବାକୁ ଯାଇ ହାସିନା ସରକାର…
Read More...

ଇଣ୍ଟରପୋଲକୁ ରେଡ୍ କର୍ଣ୍ଣର ନୋଟିସ ଜାରି କଲା ବାଂଲାଦେଶ

ବାଂଲାଦେଶ-: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଅନ୍ୟ ୧୧ ଜଣଙ୍କ ବିରୁଦ୍ଧରେ ରେଡ୍ ନୋଟିସ ଜାରି କରିବାକୁ ବାଂଲାଦେଶ ଇଣ୍ଟରପୋଲକୁ ଅନୁରୋଧ କରିଛି ।…
Read More...

ବାଂଲାଦେଶ କୋର୍ଟ ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ ୫୧ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି…

ଢାକା: ବାଂଲାଦେଶର ଏକ କୋର୍ଟ ଗୁରୁବାର ଦିନ ଏକ ଦୁର୍ନୀତି ମାମଲାରେ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା, ତାଙ୍କ ଝିଅ ସାଇମା ୱାଜେଦ୍ ପୁତୁଲ୍ ଏବଂ ଅନ୍ୟ ୧୭ ଜଣଙ୍କ ବିରୁଦ୍ଧରେ ନୂତନ ଗିରଫ ପରୱାନା ଜାରି କରିଛନ୍ତି, ଯେଉଁଥିରେ ସେମାନେ "ପ୍ରତାରଣା" ମାଧ୍ୟମରେ ଏକ ଆବାସିକ ପ୍ଲଟ୍ ହାସଲ…
Read More...

ପଶ୍ଚିମବଙ୍ଗରୁ ଫେରିଲେ ୧୫୫ ଓଡ଼ିଶାବାସୀ : ସୋସିଆଲ ମିଡିଆରେ ଦେଇଥିଲେ ଖବର

ଭୁବନେଶ୍ୱର : ପଶ୍ଚିମବଙ୍ଗରୁ ଫେରିଲେ ଫସିଥିବା ୧୫୫ ଜଣ ଓଡିଶାର ରୋଗୀ । ବାଂଲାଦେଶ ହିଂସା ଯୋଗୁଁ ସେମାନେ ପଶ୍ଚିମବଙ୍ଗ ମେଦିନପୁରରେ ଫସିଥିଲେ। ପଶ୍ଚିମବଙ୍ଗ ପୋଲିସ ରାତି ପ୍ରାୟ ସାଢେ ଗୋଟେ ବେଳେ ଲକ୍ଷ୍ମଣନାଥ ଗେଟ ପାଖରେ ଓଡିଶା ପୋଲିସକୁ ହସ୍ତାନ୍ତର କରିଛି । ଦୁଇଟି ବସ, ଦୁଇଟି କର ଏବଂ…
Read More...