Browsing Tag

Bangladesh Crises

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଜୀବନ ଗଲା, ପାଣିକୁ ଡେଇଁ ମୃତ୍ୟୁ

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଜୀବନ ଗଲା । ମୃତ ବ୍ୟକ୍ତି ଜଣଙ୍କ ହେଲେ ମିଥୁନ ସରକାର । ସଂଘବନ୍ଧ ଆକ୍ରମଣ ପାଇଁ ଉଦ୍ୟମ ବେଳେ ପାଣିକୁ ଡେଇଁ ପଡ଼ିଲେ ମିଥୁନ । ପାଣିକୁ ଡେଇଁ ପଡ଼ିବାରୁ ବୁଡ଼ିଯାଇ ମୃତ୍ୟୁ ହୋଇଥିବା ନେଇ କହିଲା ସ୍ଥାନୀୟ ପୋଲିସ । ଘଟଣାଟି ବାଂଲାଦେଶର ନୱାଗାଓଁର…
Read More...