ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଟ୍ରାଏଲ ରନ
ଭୁବନେଶ୍ୱର : ଗଡିବ ଆଉ ଗୋଟେ ବନ୍ଦେ ଭାରତ ଏକ୍ସପ୍ରେସ । ଏଥିନିମନ୍ତେ ଚାଲିଛି ଟ୍ରାଏଲ ରନ୍ । ଆଜି ସକାଳ ୫ଟାରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ବାହାରିଛି । ପୁରୀ ରେଳଷ୍ଟେସନର ୨ ନଂ ପ୍ଲାଟଫର୍ମରୁ ଭୋର ୫ଟାରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଟ୍ରାଏଲ ରନ ଆରମ୍ଭ କରିଥିଲା। ପ୍ରାୟ…
Read More...
Read More...