Browsing Tag

BANDE BHARAT

ଭୋପାଳ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସା ନିଆଁ

ଭୋପାଳ: ଭୋପାଳରୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ଆଜି ସକାଳେ ଦିଲ୍ଲୀ ଯାଉଥିବା ବନ୍ଦେଭାରତ ଟ୍ରେନ ରାଣୀ କମଲାପତୀ ଷ୍ଟେସନରୁ ଛାଡିବା ପରେ ବୀଣା ଷ୍ଟେସନ ନିକଟରେ ପହଞ୍ଚିଥିଲା । ପହଞ୍ଚିବାର ପରେ ସି-୧୪ କୋଚରେ ନିଆଁ ଲାଗିଥିଲା । ମିଳିଥିବା ସୂଚନା ଅନୁସାରେ ବ୍ୟାଟେରି…
Read More...

୧୮ରୁ ଗଡିବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଓଡିଶାରେ ଗଡିବ ବନ୍ଦେଭାରତ ଏକ୍ସପ୍ରେସ ।ଆସନ୍ତା ୧୫ରୁ ପୁରୀରୁ ଶୁଭାରମ୍ଭ ହେବାରୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏବେ ୧୮ତାରିଥକୁ ବଦଳା ଯଇିଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି…
Read More...