Browsing Tag

Banapur

‘ଉତ୍କଳ ଭାରତ’ ଦଳର ଭାଗ୍ୟ ପରିବର୍ତନ ଯାତ୍ରାର ଶୁଭାରମ୍ଭ

(ସେକ୍ ମୋହିନୁଲ ହକ୍ ): ସ୍ଥାନୀୟ ଐତିହାସିକ ବାଣପୁର ପଲଟଣ ପଡିଆଠାରେ ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦଳର ରାଜ୍ୟ ସଭାପତି ଐର ଖାରବେଳ ସ୍ୱାଇଁ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ । ଖୋଲିଥିଲେ ରାଜ୍ୟ ସରକାରଙ୍କ ସମସ୍ତ ଅପାରଗତା ଗୁମର ଓ ଦୋଷ…
Read More...

ସ୍ଥାୟୀ ବି.ଡି.ଓ.ଙ୍କ ଅଭାବ,ଉନ୍ନତୀ ମୂଳକ କାର୍ଯ୍ୟରେ ବାଧା

( ସେକ ମୈହିନୁଲ ହକ) : ବାଣପୁର ଏକ ବୃହତ ପୁରାତନ ବ୍ଲକ,ଏହି ବ୍ଲକରେ୨ଟି ଆଦିବାସି ପଞ୍ଚାୟତ ରହିଛି , ଦୁଃଖର ବିଷୟ ଏଠାରେ ଦୀର୍ଘ ଏକବର୍ଷ ହେବ କୌଣସି ସ୍ଥୟୀ ବି.ଡି.ଓ. ନାହାନ୍ତି । ପ୍ରଶାସନର ଏଥିପ୍ରତି ଆଦୌ ଦୃଷ୍ଟିନାହଁ।ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ବାଧା,ସରକାରଙ୍କ ଯୋଜନା…
Read More...

ରୋଗୀ ସେବା ଠପ୍

(ମମତା ସାମଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଠପ୍। ଗତକାଲି ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣର ପ୍ରତିବାଦରେ ଆଜି ଡାକ୍ତର, ନର୍ସ ଓ ଆଶାକର୍ମୀ ଧାରଣାରେ ବସିଥିଲେ। ଏହା ବ୍ୟତୀତ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ବାଣପୁରର ସମସ୍ତ…
Read More...

ବାଣପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

(ସେକ.ମୋହିନୁଲ ହକ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ପଞ୍ଚାୟତ ଖୁଣ୍ଟପଲ୍ଲିଗ୍ରାମର ଗ୍ରାମର ପ୍ରଶାନ୍ତ ସାହୁ (୨୨) ନାମକ ବ୍ୟକ୍ତି ବିଦ୍ୟୁତ ଆଘାତ ପାଇ ବାଣପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ତତକ୍ଷଣାତ କାର୍ୟ୍ୟରତ ଡାକ୍ତର ଯାଇ ରୋଗିର ସମସ୍ତ ପରିକ୍ଷା…
Read More...

ବାଣପୁରରେ ବନ୍ଦ ର ପ୍ରଭାବ

(ଏସ.କେ .ମହିନୁଲ୍) : ବାଣପୁରରେ କଂଗ୍ରେସ କମିଟି ତରଫରୁ ବନ୍ଦ ପାଳନ କରାଯାଇଛି । ଶତାଧିକ କଂଗ୍ରେସ କର୍ମଚାରୀମାନେ ପିକେଂଟି କରି ଦୋକାନ ବଜାର, ସ୍କୁଲ କଲେଜ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା । ଅପ୍ରୀତିକ କାର୍ଯ୍ୟ ନ ଘଟିବ ତାହାକୁ ଦୃଷ୍ଟିରେ…
Read More...

ରାଜସ୍ୱ ନୀରିକ୍ଷକ ଅଫିସ ସ୍ଥାନାନ୍ତରକୁ ନେଇ ଜନଅସନ୍ତୋଷ

(ସେଖ୍ ମୋହିନୁଲ୍ ହକ୍) : ବାଣପୁର ତଫସିଲ ଅଧିନରେ ନିଳାଦ୍ରୀ ପଂଚାୟତଠାରେ ପୂର୍ବରୁ ରାଜସ୍ୱ ଅଫିସ ଚାଲିଥିଲା । ପୂରାତନ ଅଫିସ ଗୃହ ଦୃବଳ ଥିବାରୁ ନୂତନ ଗୃହ ନିର୍ମାଣ ପାଇଁ ରାଜସ୍ୱ ଅଫିସ ସେଠାରେ କୌଣସି ସ୍ଥାନରେ ସାମୁହିକ ଭାବେ ନଚଳାଇ ସିଧାସଳଖ ଭାବେ ୨୫.କି.ମି ଦୂର ତଫସିଲ କଲୋନିର ଏକ…
Read More...