Browsing Tag

balugan

ଡାକ୍ତର ରବିରଞ୍ଜନ ସାହୁ ପ୍ରତିଭା ପୁରସ୍କାରରେ ପୁରସ୍କୃତ ହେଲେ ବାଲୁଗାଁ ପୁଅ ଡାକ୍ତର ଆଭାସ୍ ଦାଶ

ବାଲୁଗାଁ : ଆଜି ପୂର୍ବାହ୍ଣରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ବିଜ୍ଞାନ ପ୍ରଚାର ସମିତି ପକ୍ଷରୁ ପ୍ଲାଟିନମ୍ ଜୁବିଲି ସମାରୋହ ବିଶ୍ଵାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବକ୍ତୃତା କକ୍ଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ପର୍ବରେ ବିଜ୍ଞାନ ପ୍ରଚାର ସମିତି ସଭାପତି ଡାକ୍ତର ନିତ୍ୟାନନ୍ଦ…
Read More...

ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ପକ୍ଷରୁ ବାଲୁଗାଁ ଏସଡିପିଓଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ବାଣପୁର / ଚାଣକ୍ୟ ମିଶ୍ର : ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ପକ୍ଷରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ‘ଶାଳିଆ ପ୍ରେସ କ୍ଲବ’ର ସଦସ୍ୟମାନେ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଶ୍ରୀ ଜଗନ୍ନାଙ୍କ…
Read More...