Browsing Tag

Balochistan

୭ ପାକିସ୍ତାନୀ ସେନାଙ୍କୁ ବନ୍ଧକ ରଖିବା ନେଇ ଦାବି କରୁଛି ବଲୁଚିସ୍ତାନରେ

ବଲୁଚିସ୍ତାନ: ବଲୁଚିସ୍ତାନର ବିଚ୍ଛିନ୍ନତା ଆନ୍ଦୋଳନ ସହ ଜଡିତ ସଶସ୍ତ୍ର ଗୋଷ୍ଠୀ Balochistan Liberation Army (ବିଏଲ୍‌ଏ) ସାତ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ବନ୍ଧକ ରଖିଥିବା ଦାବି କରିଛି। ଏହା ସହ ଗୋଷ୍ଠୀ ଏକ ଭିଡିଓ ମଧ୍ୟ ଜାରି କରିଥିବା କୁହାଯାଉଛି। ବିଏଲ୍‌ଏ ତାଙ୍କର ମିଡିଆ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି ସ୍ୱାଧୀନତା ପାଇଁ ପ୍ରୟାସ କରୁଥିବା ଆନ୍ଦୋଳନକୁ ସମର୍ଥନ କରିବାକୁ ଅନୁରୋଧ…

ନୂଆଦିଲ୍ଲୀ-: ବେଲୁଚ ସମ୍ପ୍ରଦାୟର ନେତା ତଥା ଆମେରିକୀୟ କଂଗ୍ରେସ ସଦସ୍ୟ ତାରା ଚାନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ସ୍ୱାଧୀନ ବେଲୁଚିସ୍ତାନ ଆନ୍ଦୋଳନ'କୁ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି। ଏହି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି…
Read More...

ବଲୁଚିସ୍ତାନ ମାର୍କେଟରେ ବିସ୍ଫୋରଣ ଘଟି ୪ ମୃତ୍ୟୁ ୨୦ ଆହତ

ବଲୁଚିସ୍ତାନ-: ବଲୁଚିସ୍ତାନରେ ପୁଣି ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ କିଲ୍ଲା ଅବ୍ଦୁଲ୍ଲାହ ଜିଲ୍ଲାର ଜାବ୍ବର ମାର୍କେଟ ନିକଟରେ ହୋଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭୀତ ରହିଛନ୍ତି । ବିସ୍ଫୋରଣ ଯୋଗୁଁ ବଜାରର…
Read More...