Browsing Tag

balijatra 2026

ବାଲିଯାତ୍ରାରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ପରେ, ସମସ୍ତ ଦୋଳି ଗୁଡିକ ଯାଞ୍ଚ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ

କଟକ: ଗୁରୁବାର ଦିନ ବାଲିଯାତ୍ରା ପଡ଼ିଆରେ ଘଟିଥିବା ଛାତିଥରା ଅଘଟଣ ପରେ, କଟକ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡ଼କୁ ଆସିଛି । ବାଲିଯାତ୍ରାରେ ଲାଗିଥିବା ସମସ୍ତ ବଡ଼ ବଡ଼ ରାମଦୋଳି ଏବଂ ଅନ୍ୟାନ୍ୟ ମନୋରଞ୍ଜନମୂଳକ ରାଇଡ୍ସ ଗୁଡ଼ିକ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ତଳ…
Read More...

ଚଳିତ ବର୍ଷ ନଭେମ୍ବର ୨୪ରେ ହେବ ଐତିହାସିକ କଟକ ବାଲିଯାତ୍ରା

କଟକରେ ଐତିହାସିକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୪ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏନେଇ କଟକ କଲେକ୍ଟର ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଆଜି ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ବାଲି ଯାତ୍ରା ଭୂମିର ଉପର ଏବଂ ତଳ ଉଭୟ ସ୍ଥାନରେ ବାର୍ଷିକ ମେଳା ଆୟୋଜନ କରିବାକୁ…
Read More...