Browsing Tag

Bali Bamana Besa

ଆଜି ଶ୍ରୀଜିଉଙ୍କ ବଳିବାମନ ବେଶ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଦର୍ଶନ ଦେବେ । ଶ୍ରୀ ବଳଭଦ୍ର ରାଜ ବେଶ ଧାରଣ କରିବେ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । ଆଜି ଦ୍ୱିପ୍ରହର ଧୂପ ସରିବା ପରେ ମହାପ୍ରଭୁ ବାମନ ବେଶରେ…
Read More...