Browsing Tag

BALESWORA

ପୁଣି ଗଠନ ହୋଇଛି ବାଲେଶ୍ୱର ଜିଲ୍ଲା ବିଜେଡି କମିଟି

ବାଲେଶ୍ୱର : ପୁଣିଥରେ ଗଠନ ହୋଇଛି ବାଲେଶ୍ୱର ଜିଲ୍ଲା ବିଜେଡି କମିଟି । ଜିଲ୍ଲା ବିଜେଡି ସଭାପତି ଅଶ୍ୱିନୀ କୁମାର ପାତ୍ର ହୋଇଥିବା ବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ୱାଳ ବିରିଷ୍ଠ…
Read More...

ବଜ୍ରାଘାତରେ ଚାଲିଗଲା ଜୀବନ

ବାଲେଶ୍ଵର/ ଅଜିତ କୁମାର ସାହୁ: ବଜ୍ରାଘାତରେ ଚାଲିଗଲା ଜୀବନ । ସିଂଲା ଥାନା ଗିଲାଜୁଡ଼ି ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା । ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ବିଷ୍ଣୁ ଚରଣ ବାରିକ୍ ( ୪୮)ନାମକ ଜଣେ ବ୍ୟକ୍ତି ଯିଏକି ଜଣେ ରିକ୍ସା ଚାଳକ ଅଟନ୍ତି। କାମସାରି ନିଜ…
Read More...

ବାଲେଶ୍ୱର ଜିଲ୍ଲା ବସ୍ତାରେ ହେବ ହାଇଜେନିକ ଫିସ ମାର୍କେଟ୍

ବାଲେଶ୍ୱର : ବାଲେଶ୍ୱରରେ ହେବ ଫିସ ମାର୍କେଟ୍ । ବାଲେଶ୍ୱର ଜିଲ୍ଲା ବସ୍ତାରେ ହେବ ହାଇଜେନିକ ଫିସ ମାର୍କେଟ୍ । ଫଳରେ ଅଞ୍ଚଳର ଉନ୍ନତି ହେବା ସହ ନିଯୁକ୍ତି ପାଇପାରିବେ ସ୍ଥାନୀୟ ଲୋକେ । ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଥିବା ୫ଟି ସଚିବ ଭି କେ ପାଣ୍ଡିଆନ ଏପରି କହିଛନ୍ତି । ବାଲେଶ୍ୱର ଗସ୍ତରେ…
Read More...

ନୂଆ ରୂପ ପାଇବ ଭୋଗରାଇର ଚନ୍ଦନେଶ୍ବର ମନ୍ଦିର

ବାଲେଶ୍ୱର: ବାଲେଶ୍ୱର ବଦଳିବ ଚନ୍ଦନେଶ୍ବର ମନ୍ଦିରର ରୂପରେଖ । ବାଲେଶ୍ବର ଗସ୍ତର ଦ୍ବିତୀୟ ଦିନରେ ଭୋଗରାଇ ତାଳସାରି ପଡିଆରେ ୫ ଟି ସଚିବ ଏହି ଘୋଷଣା କରିଛନ୍ତି । ୧୦ ଦିନରେ ସ୍ଥାନୀୟ ବାସିନ୍ଦା, ଜନ ପ୍ରତିନିଧି ଓ ସେବାୟତମାନଙ୍କ ସହ କଥା ହୋଇ ପ୍ଲାନ୍ ପ୍ରସ୍ତୁତ କରିବେ ଜିଲ୍ଲାପାଳ ।…
Read More...

ବାଲେଶ୍ଵର ଗସ୍ତରେ ୫ଟି ସଚିବ

ବାଲେଶ୍ଵର/ ଶରତ ନାୟକ : ବାଲେଶ୍ଵରକୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଆସି ପ୍ରଥମ ଦିନରେ ବାଲେଶ୍ଵର ଜିଲ୍ଲାର ବାହାନଗା, ନୀଳଗିରି, ସୋର, ଔପଦା, ସଦର, ରେମୁଣା ବ୍ଳକ ଆଦି ବୁଲି ଥିଲେ। ଏହି ଅବସରରେ ରେମୁଣା ସ୍ଥିତ ଖିର ଚୋରା…
Read More...

ସାଧାରଣ ନିର୍ବାଚନ ପାଇଁ ମହିଳା ସମାବେଶ କରି ବଳ ଗୋଟାଉଛି ବିଜେଡି

ବାଲେଶ୍ଵର / ଅଜିତ କୁମାର ସାହୁ: ଆଗକୁ ଆସୁଚି ସାଧାରଣ ନିର୍ବାଚନ । ନିର୍ବାଚନ ବୈତରଣୀ ପାରି ହେବାପାଇଁ ପ୍ରତେକ ଦଳ ନିଜ ନିଜର ରଣ କୌଶଳ ଆରମ୍ଭ କରିଥିବା ବେଳେ, ଶାସକ ବିଜେଡି ଦଳ କିନ୍ତୁ ଆଗରେ ରହିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୨୬ ତମ ଜୟନ୍ତୀ ଅବସରରେ, ବସ୍ତା ବ୍ଲକ ଜଳେଶ୍ବର…
Read More...