Browsing Tag

balesore

ଔପଦାରେ ଦ୍ୱିତୀୟ ବାର ଉଦଘାଟନ ହେଲା କାଫେ

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଔପଦା ରେ ଉଦଘାଟନ ହେଲା ଶୁଭଦ୍ରା ଶକ୍ତି କାଫେ । ବାଲେଶ୍ୱର ଜିଲ୍ଲାର ଔପଦା  ଏକ ଆଦିବାସୀ ଅଧୁଷିତ ଅଂଚଳ ହେଇଥିବାରୁ, ଔପଦା, ଖଇରା ଓ ମୟୁରଭଞ୍ଜର ହଜାର ହଜାର ଲୋକ ଏହି ବ୍ଲକର  କାଫେ ଉପରେ ନିର୍ଭର କରିଥାନ୍ତି। ପୂର୍ଵ ସରକାରଙ୍କ ଦ୍ଵାରା ମିଶନ ଶକ୍ତି କାଫେ…
Read More...

ଅବକାରୀ ମୋବାଇଲ ସ୍କାର୍ଡ ୟୁନିଟକୁ ବଡ଼ ସଫଳତା

ବାଲେଶ୍ଵର ଜିଲ୍ଲା ଅବକାରୀ ମୋବାଇଲ ସ୍କାର୍ଡ  ୟୁନିଟ କୁ ବଡ଼ ସଫଳତା। ଏକ କାଳୀନ ୭୫  କେଜି ଗଞ୍ଜେଇ ସହିତ , ନଗଦ ଚାରିଲକ୍ଷ ଟଙ୍କା, ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ ସହିତ ଏକ ହିରୋ ସ୍ପ୍ଲେଣ୍ଡର ବାଇକ୍ ଜବତ କରିଛି ଅବକାରୀ ବିଭାଗ। ତେବେ ଜବତ ୭୫ କେଜି ଗଞ୍ଜେଇ ର ଆନୁମାନିକ  ବଜାର ମୂଲ୍ୟ…
Read More...