Browsing Tag

Balasore

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡ଼ିଗଲା ଘର

ବାଲେଶ୍ଵର : ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡ଼ିଗଲା ଘର । ଏକାଥରେ ଫାଟିଲା ୯ରୁ ଅଧିକ ଗ୍ୟାସ ଟାଙ୍କି । ବାଲେଶ୍ଵର ବଳରାମଗଡ଼ି ଥାନା ଅଧୀନ ନାଉପାଳ ଗଡିରେ ଘଟିଛି ବଡ଼ ଦୁର୍ଘଟଣା । ଆଜି ସକାଳେ ଏକ ଦୋକାନ ଘରେ ବେଆଇନ ଭାବରେ ୬୦ ରୁ ଅଧିକ ଗ୍ୟାସ ଟାଙ୍କି ରଖା ଯାଇଥିବା ବେଳେ ସେଠାରେ ହଠାତ ନିଆଁ…
Read More...

ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ

ଭୁବନେଶ୍ବର-: ଜମ୍ମୁ-କଶ୍ମୀର ପହଲଗାମଠାରେ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି । ଦେଶରେ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ନେଇ ଏବେ କଡା ପଦକ୍ଷେପ ନିଆଯାଉଛି । ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି…
Read More...

ମେଗା ସ୍ୱାସ୍ଥ୍ୟ ଶିବିର ରେ ଉପକୃତ ହେଲେ ୧୭୨ ଜଣ ରୋଗୀ

ବ୍ୟୁରୋ-: ରୋଟାରୀ କ୍ଲବ ଅଫ୍ ବାଲେଶ୍ୱର ଏବଂ ସମ ଅଲଟିମେଟର ର ମିଳିତ ସହଯୋଗରେ, ଏକ ସଫଳ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଆଜି ଅନୁଷ୍ଠିତ ଏହି ଶିବିରଟି ସ୍ଥାନୀୟ ଲୋକଙ୍କୁ ଉତ୍ତମ ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆୟୋଜିତ ହୋଇଥିଲା । ଅନୁଷ୍ଠିତ ଏହି ଶିବିର ରେ…
Read More...

ବନ୍ଧୁକ ଦେଖାଇ ଲୁଟ୍

ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅର୍ନ୍ତଗତ ଗୋପାଳପୁରରେ ଲୁଟ୍ ହୋଇଥିବା ଅଭିଯୋଗ । ସୋରରେ ଏକ ସିମେଣ୍ଟ୍ ଦୋକାନର କର୍ମଚାରୀ ଦିଲ୍ଲୀପ କୁମାର ଦାସ ଟଙ୍କା କଲେକ୍ସନ ସାରି ବିଳମ୍ବିତ ରାତିରେ ନିଜ ବାଇକ୍ରେ ଫେରୁଥିବା ବେଳେ କାନକଟା କଣ୍ଟିଆଚିରା ପୋଲ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି…
Read More...

ଭୋଗରାଇ ସମୁଦ୍ର କୂଳରୁ ୧୩ଫୁଟର ଘଡିଆଳ କୁମ୍ଭୀର ଉଦ୍ଧାର

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସମୁଦ୍ର କୂଳରୁ ଏକ ବିଶାଳକାୟ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି । ଗୁରୁବାର ଭୋର ପ୍ରାୟ ୩ ଟା ସମୟରେ ୧୩ଫୁଟ ଲମ୍ବର ଏହି କୁମ୍ବୀର ଦେଖି ମତ୍ସ୍ୟଜୀବୀ ମାନେ ଫାଶ ଲଗାଇ ବାନ୍ଧିବା ସହ ବନବିଭାଗକୁ ଖବର ଦେଇଥିଲେ । ଶୁକ୍ରବାର ସକାଳେ ବନ ବିଭାଗ…
Read More...

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଓଡଙ୍ଗି ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ୨ ନାବାଳିକା ସାଙ୍ଗଙ୍କ ମୃତ୍ୟୁ ଘଟିଛି। ସକାଳେ ଉଭୟ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ଖବର ପାଇ ଗାଁ ଲୋକେ ଉଦ୍ଧାରକରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ…
Read More...

ବାଲେଶ୍ୱର ସୋରରେ ଦିନ ଦ୍ୱିପ୍ରହରେ ବୁଲିଲା ତେଲେଙ୍ଗାନା  କଟୁରୀ

ବାଲେଶ୍ୱର : ବାଲେଶ୍ୱର ସୋରରେ ଦିନ ଦ୍ୱିପ୍ରହରେ ବୁଲିଲା ତେଲେଙ୍ଗାନା  କଟୁରୀ l  କେହି କିଛି  ବୁଝିବା ପୂର୍ବରୁ ଗୋଡ଼ାଇ ଗୋଡାଇ ହlଣିଲେ ଯୁବକଙ୍କୁ l  ବାଲେଶ୍ୱର ସୋର ବରଫକଳ ଛକ ଠାରେ ଥିବା  ଦେଶୀ  ମଦ କାଉଣ୍ଟର ସମ୍ମୁଖରେ ଖଣ୍ଡାସାହି ଗ୍ରାମର ଗଣେଶ ସିଂଙ୍କୁ ହାଣିଲେ ଦୁଇ ଯୁବକ l ପୁରୁଣା…
Read More...

ବାଲେଶ୍ୱର ଫକୀର ମୋହନ ମେଡିକାଲରେ ଅଗ୍ନିକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ମେଡିକାଲରେ ନିଆଁ । ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି । ପ୍ରବଳ ପୋଡାଗନ୍ଧ ଫଳରେ ହସ୍ପିଟାଲର କୋମା ୱାର୍ଡରେ ଚିକିତ୍ସିତ ରୋଗୀ ଭୟରେ ବାହାରକୁ ଦୌଡି ପଳାଇ ଥିଲେ । ଖବର ପାଇ ତୁରନ୍ତ ଦମକଳ…
Read More...

ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଛାତ୍ରୀ  କେତେ ସୁରକ୍ଷିତ ?

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ବାଗୁଡ଼ି ସ୍ଥିତ  ଜବାହର ନବୋଦୟ ବିଦ୍ୟାଳୟର  ଛାତ୍ର ଛାତ୍ରୀ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ। ଏବେ ବର୍ଷା ଋତୁ ରେ ସାରା ରାଜ୍ୟରେ ଡେଙ୍ଗୁ ଆତଙ୍କ ସହିତ  ବିଷାକ୍ତ ସାପ କାମୁଡା  ଘଟଣା ସରକାର ଓ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ସାଜିଛି। ଏନେଇ…
Read More...

ନୂଆ ରୂପ ପାଇବ ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଖର୍ଚ୍ଚ ହେବ ୧୫.୫୮ କୋଟି

ଭୁବନେଶ୍ୱର: ବାଲେଶ୍ୱର ପ୍ରସିଦ୍ଧ ଶୌବପୀଠ ପଞ୍ଚଲିଙ୍ଗେସ୍ୱର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ୟ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।ସୂଚନାଯୋଗ୍ୟ ଯେ…
Read More...