Browsing Tag

Balasore Blue Lake

ବାଲେଶ୍ୱରରେ ଗଭୀର ଜଳାଶୟରେ ବୁଡ଼ି ୨ ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଗଭୀର ଜଳାଶୟରେ ବୁଡ଼ି ୨ ଛାତ୍ର ନିଖୋଜ । ଏହି ଘଟଣାଟି ସକାଳ ପ୍ରାୟ ୧୦ଟା ସମୟରେ ଘଟିଥିଲା। କଲେଜ ଛୁଟି ଥିବାରୁ ବାଲେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର କଲେଜରେ ପଢ଼ୁଥିବା ତିନିଜଣ ବନ୍ଧୁ ଏକ ମୋଟରସାଇକେଲ୍ ଯୋଗେ ନୀଳଗିରି ଥାନା ଅନ୍ତର୍ଗତ ମଛୁଆ ଗ୍ରାମର 'ବ୍ଲୁ ଲେକ୍' (Blue Lake) ବୁଲିବାକୁ…
Read More...