Browsing Tag

Balangir

ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ ; ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ର ମୃତ

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ । ଏମବିବିଏସ୍ ଛାତ୍ରଙ୍କ ହଷ୍ଟେଲ ଛାତରୁ ଖସି ପଡି ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ଜଣକ ହେଉଛନ୍ତି ହରିଆଣାର ନିଶାନ୍ତ କୁମାର । ସେ ପ୍ରଥମ ବର୍ଷ ମେଡିକାଲ ଛାତ୍ର୍ ହୋଇଥିବା ସୂଚନା ରହିଛି…
Read More...

ଭୋଟ ଦେବାକୁ ଆସି ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର - ବଲାଙ୍ଗୀର ବନାରସ୍ ଗାଁରେ ଅଘଟଣ । ଏଭଳି ଘଟଣା ଘଟିଛି ସଇଁତଲା ବ୍ଲକ ବନାରସ ଗାଁର ୮ ନଂ ବୁଥରେ । ଭୋଟ ଦେବାକୁ ଆସି ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ଗୁଲାପି ମହାକୁର । ସୂୂଚନା ଯୋଗ୍ୟ ଯେ , ଲାଇନରେ ଛିଡା ହୋଇଥିବାବେଳେ ଚେତାଶୂନ୍ୟ ହୋଇପଡିଲେ ମହିଳା । ତେବେ…
Read More...

ମାଆର ମୃତଦେହ ପାଖରେ ୩ ଦିନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୩ ଦିନରୁ ମାଆର ମୃତ ଦେହ ନିକଟରେ ରହୁଛି ଛୋଟ ଝିଅ । ଏହି ଘଟଣା ଏବେ ଅଞ୍ଚଳରେ ଦୁଃଖ ପୂର୍ଣ୍ଣ ମାହୋଲ ସୃଷ୍ଟି କରିଛି । ଘଟଣା ହେଉଛି ବଲାଙ୍ଗୀର ଜିଲ୍ଲା ସାଗରପଡା ଶିବ ମନ୍ଦିର ନିକଟରେ । ଏଠାକାର ଜଣେ ମହିଳାଙ୍କୁ ୩…
Read More...

ପରୀକ୍ଷାରେ ଫେଲ ହୋଇ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗୀର: ବଢୁଛି ବିକୃତ ମାନସିକତାର ଉଦାହରଣ । ଏଥର କିନ୍ତୁ ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ସୁଦପଡା ଫାଟକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଯୁବକ ଜଣକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ପାରିବାରୁ…
Read More...

ହତ୍ୟାର ଛାତିଥରା ଭିଡିଓ

ବଲାଙ୍ଗୀର: ବର୍ବରତାର ସୀମା ନାହିଁ । ତଣ୍ଟି କାଟିଲେ, ପେଟ୍ରୋଲ ଢାଳି ଜାଳିଦେଲେ ଆଉ ପରେ ମୋବାଇଲରେ କଲେ ଲାଇଭ ଭିଡିଓ । ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ହଷ୍ଟେଲ ପଛପଟୁ ଯୁବକଙ୍କ ଦରପୋଡା ମୃତଦେହ ମିଳିବା ଘଟଣାର ପର୍ଦାଫାସ ହେବା ପରେ ମିଳିଛି ହତ୍ୟାର ଲାଇଭ ଭିଡିଓ । ସେଥିରେ ଅଭିଯୁକ୍ତ…
Read More...

ପୁଣି ହାତୀ ଭୟରେ ଗ୍ରାମବାସୀ

ବଲାଙ୍ଗୀର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ହାତୀ ଆତଙ୍କ ଦେଖିବାକୁ ମିଳିଛି । କ୍ଷେତରେ ଚାଷୀ ଅପେକ୍ଷା ହାତୀଙ୍କ ସଂଖ୍ୟା ଅଧିକ ଦେଖାଯାଉଛି । ଫସଲ ଖାଇ ନଷ୍ଟ କରିଦେବା ସହିତ ଘରଦ୍ୱାର ଭାଙ୍ଗି ଦେଉଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଠିକ ଏହିପରି ଆଉ ଏକ ଘଟଣା…
Read More...

ସ୍କୁଲରେ ପଶି ଶିକ୍ଷୟତ୍ରୀଙ୍କୁ ଆକ୍ରମଣ

ବଲାଙ୍ଗୀର: ସ୍କୁଲ ଭିତରେ ପଶି ଶିକ୍ଷୟତ୍ରୀଙ୍କ ଗଳା କାଟି ଦେଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ପୁଇଁତଳା ବ୍ଲକର ଦୁର୍ଗାପଲ୍ଲୀ ଉଚ୍ଚ ବିଦ୍ୟାଳୟରେ । ଶିକ୍ଷୟତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଯୁବକ ଜଣକ ହେଉଛନ୍ତି ମହିଳାଙ୍କ ସ୍ୱାମୀ । ସ୍କୁଲରେ ଥିବା ବେଳେ ଶିକ୍ଷୟତ୍ରୀ…
Read More...

ବର୍ଷା ଲାଗି ସ୍କୁଲ ଛୁଟି

(ବଲାଙ୍ଗୀର): ପ୍ରବଳ ବର୍ଷା ଲାଗି ସ୍କୁଲ ବନ୍ଦ । ଏନେଇ ବଲାଙ୍ଗିର ଜିଲ୍ଲାରେ ଆଜି ସ୍କୁଲ ଛୁଟି ଥିବା ଘୋଷଣା କରାଯାଇଛି । ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ କରୋନା ମହାମାରୀ ଯୋଗୁଁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର…
Read More...

ସରକାରୀ ଜମି ଜବରଦଖଲ ଉଚ୍ଛେଦ

କଣ୍ଟାବାଞ୍ଜି: ଦୀର୍ଘ ବର୍ଷରୁ ସରକାରି ଜମିକୁ ଜବରଦଖଲ କରିଥିବା ଜମି ଆଜି ଉଚ୍ଛେଦ କରାଯାଇଛି । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀଙ୍କ ଉପସ୍ଥିତିରେ ଏନଏସି ପ୍ରଶାସନ ତରଫରୁ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି । ନାଳ ନର୍ଦ୍ଦମାକୁ କିଛି ଲୋକ ଜବରଦଖଲ କରିଥିବାରୁ ଏସବୁ ସଫା କରିବା ପାଇଁ…
Read More...

ଅଳିଆଗଦାରୁ ଶିଶୁପୁତ୍ର ଉଦ୍ଧାର

ବଲାଙ୍ଗୀର: ବାରମ୍ବାର ନବଜାତ ଶିଶୁଙ୍କୁ ଅବହେଳିତ ଅବସ୍ଥାରେ ଉଦ୍ଧାର କରାଯାଉଛି । କଅଁଳ ଶିଶୁ ମାନଙ୍କୁ କେବେ ବ୍ୟାଗ ତ କେବେ ମୁଣି ଭିତରେ ପୁରାଇ ରାସ୍ତା କଡରେ ପିଙ୍ଗି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ଆଜି ବଲାଙ୍ଗୀର ଜିଲ୍ଲାରେ ଘଟିଯାଇଛି ଯାହା ମାନବିକତା ଉପରେ…
Read More...