Browsing Tag

Balangir

ରାଜ ପରିବାର କଳି: ବଲାଙ୍ଗିର ଟାଉନ୍ ଥାନାରେ ଅଦ୍ରିଜା ମଞ୍ଜରୀ ସିଂଦେଓ

ବଲାଙ୍ଗିର : ବଲାଙ୍ଗିର ଟାଉନ୍ ଥାନାରେ ଅଦ୍ରିଜା ମଞ୍ଜରୀ ସିଂଦେଓ । ରାଜ ପରିବାରରେ ଘରୋଇ ହିଂସା ମାମଲାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଶ୍ୱଶୁର ଘରୁ ନିଜ ସାମଗ୍ରୀ ନେବା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ରାଜାଘର ସାନ ବୋହୂ । ଉଭୟଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଛି ।…
Read More...

୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନ

ବଲାଙ୍ଗୀର: ୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ୱିତୀୟ ଦିନ । ତୃଣମୂଳସ୍ତରର ବିକାଶର ନନଷ୍ଟପ ସମୀକ୍ଷା । ବଲାଙ୍ଗୀର ସମଲେଇ ମାଁଙ୍କୁ ଦର୍ଶନ କରି ରୂପାନ୍ତର ପାଇଁ ସେବାୟତଙ୍କ ସହ ଆଲେଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ…
Read More...

ନାବାଳିକାଙ୍କ ତଣ୍ଟି କାଟି ହତ୍ୟା ଅଭିଯୋଗ

ବଲାଙ୍ଗିର: ନାବାଳିକାଙ୍କ ତଣ୍ଟି କାଟି ହତ୍ୟା ଅଭିଯୋଗ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ନିଖିଲ ନଗରରେ । ନାବାଳିକା ଜଣଙ୍କ ଯୁକ୍ତ ଦୁଇରେ ପଢୁଥିବା କୁହାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳେ ନାବାଳିକାଙ୍କ ବାପା ମା କାମକୁ ଯାଇଥିଲେ । ସେହି ସମୟରେ ନାବାଳିକା ଜଣଙ୍କ ଘରେ ଏକା ଥିଲେ…
Read More...

ବାଇକ ଉପରେ ଚଢିଗଲା ବୋଲେରୋ : ଶଳା ଭେଣେଇ ସହ ଆଉ ଜଣେ ସର୍ମ୍ପକିୟ ମୃତ

ବଲାଙ୍ଗୀର : ବାଇକ ଉପରେ ଚଢିଗଲା ବୋଲେରୋ ଗାଡି, ୩ଜଣ ମୃତ | ବୋଲେରୋ ଧକ୍କାରେ ଶଳା ଭେଣେଇ ସହ ଆଉ ଜଣେ ସର୍ମ୍ପକିୟ ମୃତ ! ଲୋଇସିଂହା‐ଭରସୁଜା ରାସ୍ତା କରକଚିଆରେ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି | ମୃତକ ମାନେ ହେଲେ ରୋତ୍ ଗାଁର ରାଜେଶ ପଟେଲ ରାଜେଶର ଭେଣେଇ ତୁଳସୀରାମ ପଟେଲ ଓ…
Read More...

ବଲାଙ୍ଗିର ଜାଲ ସାର୍ଟିଫିକେଟ ପ୍ରସଙ୍ଗ, ଆଇସିୟୁରେ ଅଭିଯୁକ୍ତ

ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହଯୋଗୀ ଆଇସିୟୁରେ ଭର୍ତ୍ତି । କୋର୍ଟରେ ହାଜର ହେବା ପୂର୍ବରୁ ଗୁରୁତର ହୋଇ ପଡ଼ିଛନ୍ତି ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାର ଅନ୍ୟତମ ଅଭିଯୁକ୍ତ ଆଲୋକ ଉଦଗାତା । କ୍ରାଇମବ୍ରାଞ୍ଚ ଜେରା ବେଳେ ସେ ହଠାତ…
Read More...

ଜାଲ ସାର୍ଟିଫିକେଟ ରାକେଟ, ରିମାଣ୍ଡରେ 4 ଅଭିଯୁକ୍ତ; ତଦନ୍ତ ପାଇଁ ପହଞ୍ଚିଲେ ଆଇଜି

ବଲାଙ୍ଗୀର/ରାଧାକୃଷ୍ଣ ମିଶ୍ର : ବଲାଙ୍ଗୀର ଜାଲ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚର ତିନି ଦିନିଆ ରିମାଣ୍ଡରେ 4 ଅଭିଯୁକ୍ତ I ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ ପୋଷ୍ଟଅଫିସରେ ଛାନଭିନ କରିବା ପରେ ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ରିଜର୍ଭ ପୋଲିସ କାର୍ଯ୍ୟାଳୟ ଠାରେ ଜେରା କରୁଛି I…
Read More...

ପୋଷ୍ଟମାଷ୍ଟର ଚାକିରି ପାଇଁ ଦେଲେ ଜାଲ୍ ପ୍ରମାଣପତ୍ର

ବଲାଙ୍ଗୀର /ଜଗନ୍ନାଥ ଧରୁଆ: ଉତ୍ତରପ୍ରଦେଶରୁ ମିଳିଥିବା ଜାଲ୍ ସାର୍ଟିଫିକେଟରେ ପୋଷ୍ଟମାଷ୍ଟର ଚାକିରି ପାଇଁ ଆବେଦନ କରାଯାଇଥିବା ଜଣାପଡିଛି ! ଗୋଟିଏ କି ଦୁଇଟି ନୁହେଁ , ଏହି ଭଳି ୩୭ଟି ନକଲି ସାର୍ଟିଫିକେଟ ଧରା ପଡ଼ିଛି ! ଏ ପରିକି, ଚାକିରି ପାଇଁ ଏକପ୍ରକାର ଯୋଗ୍ୟ ବିବେଚିତ ହୋଇଥିବା…
Read More...

ବାଇକ ଦୁର୍ଘଟଣାରେ ୨ ମୃତ

ବଲାଙ୍ଗିର/ ଜଗନ୍ନାଥ ଧରୁଆ : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ କରେଲଧୁଆ ଓଭରବ୍ରିଜ ଠାରେ ବାଇକ୍ ଦୁର୍ଘଟଣା ରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ କନ୍ଧକେଲଗାଁ ପଞ୍ଚାୟତର ସର୍ଗିପାଲି ଗାଁ ର ଶରତ ସାହୁ ଓ ବଣ୍ଟି ପ୍ରଧାନ କୌଣସି କାମ ରେ ସଇଁନ୍ତଲା ଆସିଥିଲେ ।…
Read More...

ଜଙ୍ଗଲ ଭିତରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ

ପାଟଣାଗଡ଼/ଜଗନ୍ନାଥ ଧରୁଆ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲଜୁରୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ତେବେ ମୃତଙ୍କ ମାଁ ଘର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ଜଣା ପଡିଛି | ମୃତ ଜଣଙ୍କ ହେଲେ…
Read More...

ଚଢ଼ିଗଲା ବରଗାଡ଼ି: ଜଣେ ମୃତ

ବଲାଙ୍ଗୀର : ଚଢ଼ିଗଲା ବରଗାଡ଼ି | ବଲାଙ୍ଗିର ଖପ୍ରାଖୋଲ ବାଘଝରନ ଗାଁରେ ଅଘଟଣ | ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବାଘଝରଣ ଗାଁରୁ ହିର୍ଲି ଗାଁକୁ ଶୁକ୍ରବାର ରାତିରେ ବରଯାତ୍ରୀ ବାହାରିଥିଲେ। ଏହି ସମୟରେ ବର ଯାଉଥିବା ଏକ ମାରୁତି ଏଟ୍ରିକା କାର୍…
Read More...