କେନ୍ଦ୍ରାପଡ଼ାର ପ୍ରଭୁ ବଳଦେବଜିଉଙ୍କ ପାଇଁ ନୂତନ ରଥ ନିର୍ମାଣ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ Baladevjew Temple ରେ ପୂଜିତ ପ୍ରଭୁ ବଳଦେବଜିଉଙ୍କ ପାଇଁ ଏଥର ସମ୍ପୂର୍ଣ୍ଣ ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କରାଯିବ। ରାଜ୍ୟ ସରକାର ଏହି ଐତିହାସିକ ପଦକ୍ଷେପ ପାଇଁ ୧ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି। ଏହି ଅନୁଦାନକୁ ମଞ୍ଜୁର…
Read More...
Read More...