ନାର୍କୋ ଟେଷ୍ଟର ସିଧା ପ୍ରସାରଣ ଜାତୀୟ ଟିଭି ଚ୍ୟାନେଲରେ କରାଯାଉ: ବଜରଙ୍ଗ
ନୂଆଦିଲ୍ଲୀ: ବାରମ୍ବାର ନାର୍କୋ ଟେଷ୍ଟକୁ ନେଇ ଉଠୁଥିବା ଦାବି ପାଇଁ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହ। ନିଜ ପରୀକ୍ଷା ସହିତ ଅଭିଯୋଗକାରୀଙ୍କ ନାର୍କୋ ଟେଷ୍ଟ୍ କରାଯିବାକୁ ବ୍ରିଜଭୂଷଣ ଦେଇଥିବା…
Read More...
Read More...