Browsing Tag

Baitarani Mohastav

ଚାନ୍ଦବାଲିରେ ଧୁମଧାମରେ ପାଳନ ହେଉଛି କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ ୨୦୨୬

ଆରମ୍ଭ ହୋଇଛି କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ l ଚଳିତ ମାର୍ଚ୍ଚ ମାସ ୩୧ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ l ଚାନ୍ଦବାଲି ଦୁର୍ଗା ପଡିଆରେ ଆରମ୍ଭ ହୋଇଛି ଏହି ମହୋତ୍ସବ l ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଫେସର, ଡାକ୍ତର,ପରିବେଶବିତ, ଭଦ୍ରକ ଡ଼ିଏଫଓ ଆଦି…
Read More...