ବଡଚଣା ରାଜନୀତି ସରଗରମ୍
ଗତକାଲି ସ୍ୱାୟତ ଶାସନ ଦିବସରେ, ନୂଆ କରି ରାଜ୍ୟରେ ୭ଟି ମ୍ୟୁନିସପାଲିଟି ଏବଂ ୧୬ଟି ଏନ୍.ଏ.ସି ଘୋଷଣା କରାଯାଇଛି । ଯେଉଁ ୧୬ଟି ଏନ୍.ଏ.ସିର ଲିଷ୍ଟରେ ସାମିଲ ରହିଛି, ଅନେକ ଦିନରୁ ଦାବିହୋଇ ଆସୁଥିବା ଚଣ୍ଡିଖୋଲ । ହେଲେ ଗତକାଲି ଯେତେବେଳେ ଏହି ଦାବିରେ ସରକାରଙ୍କ ମୋହର ବାଜିଛି, ଅର୍ଥାତ୍…
Read More...
Read More...